Latest Odisha News

BREAKING NEWS

Browsing Tag

Dense FOG

କୁହୁଡ଼ି ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଶୀତରୁ ସାମାନ୍ୟ ଆଶ୍ୱସ୍ତ ମିଳିଛି । ରାଜ୍ୟରେ ଏକ ସପ୍ତାହ ଧରି ଶୀତର ପ୍ରବାହ ଜାରି ରହିଥିଲା । ଶନିବାର ରାତିରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରିଥିବାବେଳେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ…

ଘନ କୁହୁଡ଼ିର ଆସ୍ତରଣ: ଗାଡ଼ି ଚଳାଚଳ ପ୍ରଭାବିତ

କାମାକ୍ଷାନଗର: ବାତ୍ୟା ଜୱାଦ ପରେ ପ୍ରଥମ ଥର ପାଇଁ କାମାକ୍ଷାନଗର ଉପଖଣ୍ଡରେ ଘନ କୁହୁଡ଼ିର ଆସ୍ତରଣ । କୁହୁଡ଼ିର ପ୍ରଭାବରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ପ୍ରାୟ ୩୦ମିଟର ପର୍ଯ୍ୟନ୍ତ ସ୍ପଷ୍ଟଭାବେ ରାସ୍ତା ଦୃଶ୍ୟମାନ ହେଉନଥିଲା । ପ୍ରବଳ କୁହୁଡ଼ି ର ପ୍ରଭାବରେ କାକର ବିନ୍ଦୁ…

କୁହୁଡ଼ି ଚାଦର ତଳେ ଲୁଚିଗଲା ଟୁଇନ୍ ସିଟି

ଭୁବନେଶ୍ୱର: ଟୁଇନ୍ ସିଟିରେ ଆଜି ବି ଘନ କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିଛି । ଏତେ ମାତ୍ରାରେ କୁହୁଡ଼ି ପଡିଥିଲା ଯେ, ୫୦ ମିଟର ଭିତରେ କିଛି ଦେଖା ଯାଉ ନଥିଲା । ଦିଲ୍ଲୀ ଭଳି ଏଠାରେ କୁହୁଡ଼ିର ଭ୍ରମ ସୃଷ୍ଟି…

ଘନ କୁହୁଡିର‌େ ଲୁଚିଲା କ‌ୋଣାର୍କ ମନ୍ଦିର

ପୁରୀ: ଘନ କୁହୁଡ଼ି ଯୋଗୁଁ ଗୁରୁବାର ସକାଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପୂର୍ଣ୍ଣ ରୂପ‌େ ଅଦୃଶ୍ୟ ହ‌ୋଇଯାଇଥିବା ଭଳି ମନ‌େ ହ‌େଉଥିଲା। ଯାହା ଫଳରେ ପର୍ଯ୍ୟଟକ ମାନଙ୍କୁ ମନ୍ଦିର ଦେଖିବା ଲାଗି ଅପେକ୍ଷା କରିବାକୁ ପଡିଥିଲା। ଏପରିକି ଘନ କୁହୁଡି ଯ‌ୋଗୁଁ ସମଗ୍ର କୋଣାର୍କ ଅଞ୍ଚଳରେ…

ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି ।  ସକାଳୁ ସକାଳୁ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏ ରାସ୍ତାଘାଟ ଦିଶୁ ନଥିଲା । ଫଳରେ ରାଜଧାନୀରେ ରାସ୍ତାରେ ଗାଡ଼ି ଚଳାଇବାରେ ଅସୁବିଧା ହୋଇଥିଲା ।…