Latest Odisha News

BREAKING NEWS

Browsing Tag

devotees

ବିଦେଶରେ ଅଦିନିଆ ରଥଯାତ୍ରା ପାଳିବାକୁ ଇସ୍କନର ପ୍ରୟାସ, ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାରେ ଇସ୍କନ୍ ହୋଷ୍ଟନ ୟୁନିଟ୍ ପକ୍ଷରୁ ଅଦିନିଆ 'ସ୍ନାନା ଯାତ୍ରା' ଏବଂ 'ରଥ ଯାତ୍ରା' ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ଓଡିଶା ତଥା ବାହାରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଇସ୍କନର ହୋଷ୍ଟନ୍…

ମହାପ୍ରଭୁଙ୍କ ରଥର ଅଂଶ ବିକ୍ରୟ ନେଇ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ରଥଗୁଡ଼ିକର ଉପାଦାନ ବିକ୍ରୟ ପ୍ରକ୍ରିୟା ସମ୍ପର୍କରେ ସୋମବାର ଦିନ ସବିଶେଷ ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ୱେବପେଜର ଲିଙ୍କ ଶେୟାର କରିବା ସହ ରଥର ବିଭିନ୍ନ ଉପାଦାନଗୁଡ଼ିକ ମଧ୍ଯ ଏଥିରେ ପ୍ରଦର୍ଶିତ…

ନୂଆବର୍ଷରେ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ଚଳଚଞ୍ଚଳ

ଯାଜପୁର : ଆଜି ପବିତ୍ର ଶାମ୍ବ ଦଶମୀ ଏବଂ ଇଂରାଜୀ ନବ ବର୍ଷ । ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ।  ମା ବିରଜାଙ୍କୁ ଦର୍ଶନ କରି ଆଶୀଷ କାମନା କରିଛନ୍ତି ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ…

ବର୍ଷର ଶେଷ ଦିନରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼

ପୁରୀ: ଆଜି ୨୦୨୨ର ଶେଷ ଦିନ । ପୁରୀ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତ ପୁରୀକୁ ଛୁଟିଆସିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଲମ୍ୱା ଲାଇନ ଲଗାଇଛନ୍ତି । ମହାପ୍ରଭୁ ଡାକରେ ଉଛୁଳି ପଡୁଛି ସିଂହଦ୍ୱାର । ଶ୍ରୀମନ୍ଦିରରେ ଅବକାଶ ଓ…

ଏ ବର୍ଷ ବି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ପୁରୀ: ମିଳିବନି ଦୁର୍ଲଭ ସୁନାବେଶ ଦର୍ଶନ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ହେବାକୁ ଥିବା ଶ୍ରୀଜୀଉଙ୍କ ଦୁର୍ଲଭ ଦର୍ଶନରୁ ଏଥର ବି ବଞ୍ଚିତ ହେବେ ଭକ୍ତ । ୨ ବର୍ଷ ଧରି କରୋନା କଟକଣା ପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ପାରି ନଥିଲେ ଶ୍ରଦ୍ଧାଳୁ ।…

ଭକ୍ତଙ୍କ ବିଶ୍ୱାସ ଓ ଭରସାର ପୀଠ ସୋନପୁରର ମାଆ ସୁରେଶ୍ୱରୀ ମନ୍ଦିର

ସୋନପୁର: ସୋନପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ୱରୀ । ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଇଷ୍ଟଦେବୀ ଭାବେ ମାଆ ପୂଜା ପାଇ ଆସୁଛନ୍ତି । ଗଡ଼ଜାତର ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା ଭିତରେ ମାଆ ସୁରେଶ୍ବରୀ ପରୁହାଁ ଦେବୀ ଭାବେ ସର୍ବାଗ୍ରେ ପୂଜିତା ।…

‘ପୁରୀକୁ ସିଲ୍ କରି ବିନା ଭକ୍ତରେ ହେଉ ରଥଯାତ୍ରା’

ଭୁବନେଶ୍ୱର: ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ତେବେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସେବାୟତ ମତ ଦେଉଛନ୍ତି । ଏହାରିଭିତରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି ଯେ, ମହାପ୍ରଭୁଙ୍କ…