ବିମାନକୁ ବୋମା ଧମକ; କଡା ପଦକ୍ଷେପ ନେଲା ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଦେଶରେ ବିମାନଗୁଡି଼କୁ ବାରମ୍ବାର ମିଳୁଥିବା ବୋମା ଧମକକୁ ଗୁରୁତର ସହ ନେଇଛି ଗୃହ ମନ୍ତ୍ରାଳୟ । ଏହି ଘଟଣା ପରେ ଡ଼ିଜିସିଏ ମୁଖ୍ୟ ବିକ୍ରମ ଦେବଦତ୍ତଙ୍କୁ ବଦଳି କରାଯାଇଛି। ତାଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି ।
ସୂଚନା ଅନୁସାରେ, ଶନିବାର ଦେଶରେ…