Latest Odisha News

BREAKING NEWS

Browsing Tag

DGCA

ଆଫଗାନିସ୍ତାନ ସୀମାରେ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ମସ୍କୋ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଆଫଗାନିସ୍ତାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ସାମ୍ନାକୁ ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ତାହା ଏକ ଭାରତୀୟ ବିମାନ ରହିଥିବା ନେଇ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି କି ଉକ୍ତ ବିମାନଟି ଭାରତରୁ ମସ୍କୋ ଅଭିମୁଖେ ଉଡାଣ…

ଖୁବଶୀଘ୍ର ଜୟପୁରରୁ ଉଡ଼ିବ ବିମାନ, DGCA ଦେଲେ ଲାଇସେନ୍ସ

ଭୁବନେଶ୍ୱର: ଅପେକ୍ଷାର ହେବ ଅନ୍ତ । ଖୁବଶୀଘ୍ର କୋରାପୁଟ ଜିଲ୍ଲା ଜୟପୁରରୁ ବିମାନ ଉଡ଼ିବ । ଏଥିପାଇଁ ଡିଜିସିଏ ପକ୍ଷରୁ ବିମାନବନ୍ଦର ଲାଇସେନ୍ସ ପ୍ରଦାନ କରାଯାଇଛି । ଉଡ଼ାଣ ଯୋଜନା ଅଧିନରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରିଛନ୍ତି ଡିଜିସିଏ । ଏନେଇ DGCA ଟ୍ୱିଟ୍ କରି ସୂଚନା…

ଦୁର୍ଦ୍ଦିନରେ ସ୍ପାଇସ ଜେଟ୍: ଅଠର ଦିନରେ ୮ଟି ବିମାନରେ ତ୍ରୁଟି, ଡିଜିସିଏର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ସ୍ପାଇସଜେଟ ବିମାନ କମ୍ପାନୀର ଘୋର ଅସୁବିଧା ଦେଇ ଗତି କରୁଛି । ଗତ ୧୮ ଦିନ ଭିତରେ ଦେଶର ଏହି ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ୮ଟି ସୁରକ୍ଷା ସମ୍ବନ୍ଧିତ ବିଫଳତା ସମ୍ମୁଖୀନ ହୋଇଛି । ମଝି ଆକାଶରେ ଉପାୟଶୂନ୍ୟ ହୋଇ ଯାତ୍ରା ବିଫଳ କରିବାକୁ ବାଧ୍ୟ ହୋଇଛି । ଏହି ସମୟ ଭିତରେ…

୯ ମଦ୍ୟପ ପାଇଲଟଙ୍କୁ ନିଲମ୍ବିତ କଲା ଡିଜିସିଏ

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ଏପ୍ରିଲ ମାସ ଶେଷ ସୁଦ୍ଧା ୯ ଜଣ ପାଇଲଟ୍ କାର୍ଯ୍ୟସ୍ଥଳରେ ମଦ ପିଇ ସସପେଣ୍ଡ ହୋଇଛନ୍ତି । ଏହି ପାଇଲଟ୍ ମାନେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଫ୍ଲାଇଟ୍ ଉଡେଇବାକୁ ଗଲାବେଳେ ଧରାପଡ଼ିଛନ୍ତି । ସୌଭାଗ୍ୟବଶତଃ ଏମାନେ ବିମାନ ଚଢ଼ିବା ଆଗରୁ ଆଲକୋହଲ ଟେଷ୍ଟ ହୋଇଛନ୍ତି…

କୋଭିଡ୍ କାଟ୍ ଦରମା ବିଳମ୍ବ ହେବାରୁ ଇଣ୍ଡିଗୋ କୁ ଗାଳି କଲେ ପାଇଲଟ୍; ଡିଜିସିଏ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: କୋଭିଡ୍ ସମୟରେ କାଟ୍ ହୋଇଥିବା ଦରମା ଭରଣା ନ ହେବାରୁ ବିମାନରେ ଇଣ୍ଡିଗୋକୁ ଗାଳି କରି ଫସିଯାଇଛନ୍ତି ପାଇଲଟ୍। ଜରୁରୀ ସେବା ପାଇଁ ଥିବା ୧୨୧.୫ ଫ୍ରିକ୍ବେନ୍ସି ରେ ପ୍ରାୟ ସାତ ଜଣ ଇଣ୍ଡିଗୋ ପାଇଲଟ୍ କମ୍ପାନୀ କୁ ଗାଳି କରୁଥିଲେ । ଏନେଇ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ)…

ବିମାନବନ୍ଦରରେ ପାଳନ ହେଉନାହିଁ କୋଭିଡ୍ ନିୟମ, ଜରିମାନା ଆଦାୟ ପାଇଁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଜାରି ରହିଛି ବିମାନ ସେବା । ବିମାନବନ୍ଦରରେ ପହଞ୍ଚିବା ଠାରୁ ପ୍ରସ୍ଥାନ ଯାଏ ସବୁଠି କୋଭିଡ୍ ନିୟମ ପାଳନ ନେଇ ନିର୍ଦ୍ଦେଶ ରହିଛି । ତେବେ ଦେଶର ଅଧିକାଂଶ ବିମାନବନ୍ଦରରେ କୋଭିଡ୍ ନିୟମକୁ ପାଳନ କରାଯାଉନାହିଁ । ପର୍ଯ୍ୟବେକ୍ଷଣ ବେଳେ…

ଆନ୍ତର୍ଜାତୀୟ ଭ୍ରମଣ ଏବଂ ଭିସା ଉପରେ ଅକ୍ଟୋବର ୩୧ ଯାଏଁ ପ୍ରତିବନ୍ଧକ ବିସ୍ତାର କଲା DGCA

ନୂଆଦିଲ୍ଲୀ: କୋଭିଡ ମହାମାରୀରେ ଯୋଗୁଁ ଭ୍ରମଣ ଏବଂ ଭିସା ପ୍ରତିବନ୍ଧକକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନଲକ୍ ୫.୦ ଗାଇଡଲାଇନର ଏକ ଅଂଶ ଭାବରେ ବୁଧବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାର ଅନୁଯାୟୀ,…