ଆଜି ଧବଳେଶ୍ୱରକୁ ଖୋଲିବ କଂକ୍ରିଟ୍ ସେତୁ, ଶ୍ରଦ୍ଧାଳୁଙ୍କୁ ଯାତାୟତ ପାଇଁ ଅନୁମତି
ଆଠଗଡ଼: ଓଡ଼ିଶା ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠକୁ ଯାତାୟତ ପାଇଁ ଆଜି ଖୋଲୁଛି କଂକ୍ରିଟ୍ ସେତୁ। ଦୀର୍ଘ ମାସ ଧରି ଲାଗିରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ହେବ। ଏଣିକି ପୀଠକୁ ଭକ୍ତମାନେ ନିର୍ଭୟରେ ଯାତାୟତ କରିପାରିବେ। ପ୍ରଥମେ ପୀଠକୁ ଯିବା ପାଇଁ ଝୁଲା ପୋଲ ଲଗାଯାଇଥିଲା। ଏହାର…