ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୨)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ନିରୂ ଚା’ଧରି ଭିତରକୁ ପଶି ଆସି ଲକ୍ଷ୍ୟ କଲା, ଦୁଇଜଣ ଅପରିଚିତ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ସମୟରେ ଯେମିତି କଥାର୍ବାା ମଝିରେ ଠାଏଁ ଠାଏଁ ନୀରବତା ସୃଷ୍ଟି ହୁଏ; ସେମିତି ଏ ଉଭୟେ ବସିଛନ୍ତି । ଦିହିଁଙ୍କୁ ସଚେତନ…