ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ ( ୨ )
ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’
ଦିନେ ମାଆଙ୍କର ଦେହ ଖରାପ ହୋଇଗଲା। ଆସ୍ଥା ଫୋନରେ ମାଆଙ୍କ ଦେହ ଖରାପ କଥା ସ୍ୱପ୍ନିଳକୁ ଜଣାଇଲା। ସ୍ୱପ୍ନିଳ ଆସି ଆସ୍ଥା ଘରେ ଅପ୍ରତ୍ୟାଶିତ ଭାବରେ ପହଞ୍ଚି ଗଲା । ଭିତର ଘରେ ଥିଲା ଆସ୍ଥା। ଶୁଣି ପାରିଲା ଦମ୍ଭିଲା ସ୍ୱରଟିଏ।"ମୁଁ…