ଧାରାବାହିକ ଉପନ୍ୟାସ : ସୁଲୋଚନା (୪୧)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ଅତ୍ୟନ୍ତ ବିନୟ ସହକାରେ ସେ ରାବଣକୁ କହିଲେ , " ହେ ଉତ୍ତମ କୁଳଜ , ପୁଲସ୍ତ୍ୟ ଋଷିଙ୍କର ପୌତ୍ର ,ଵିଶ୍ରବାନନ୍ଦନ ଲଙ୍କେଶ୍ୱର ରାବଣ ! ମୋହବଶତଃ ଜଗତଜନନୀ ସୀତାଙ୍କୁ ତୁମେ ହରଣ କରି ନେଇ ଆସିଛ। ତାଙ୍କୁ ଫେରାଇ ଦିଆ। ପରମ କୃପାଳୁ…