ଧାରାବାହିକ ଉପନ୍ୟାସ : ଚୋରାବାଲି (୧୭)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୭
ବୈଭବ ତିନିଦିନ କହି, ସାତ ଦିନ ହେଲା ଫେରି ନାହାଁନ୍ତି । ଏକାଏକା ଲଗୁଛି ତାକୁ । ନିଜ ଆଡୁ ଫୋନ୍ କି, ମେସେଜ୍
କରିବାକୁ ସାହସ ହେଉନି । ଫୋନ୍ରିଙ୍ଗ୍ ହେଲେ, କି’ ଏସ୍ ଏମ୍ ଏସ୍ ବିପ୍ କଲେ, ଧାଇଁ ଆସି ଚେକ୍…