ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୭ )
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ପ୍ରାୟ ଅଧମିନିଟ୍ର ନୀରବତା ପରେ କଥା ଆରମ୍ଭ କଲାବେଳକୁ ତାଙ୍କ କଣ୍ଠସ୍ୱର ଥରୁଥାଏ । “ଏ ତ ଖୁବ୍ ଭୟଙ୍କର କଥା । ସେ ପିଲାମାନଙ୍କୁ ମୁଁ ଭଲଭାବରେ ଜାଣି ନ ଥିଲେ ବି, ମତେ ବହୁତ ଦୁଃଖ ଲାଗୁଛି । ମୁଁ ଏବେ…