ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୪ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୪
ସି. ସି .ଟିଭି କ୍ୟାମେରାର ଫୁଟେଜ ଦେଖି ଜାଣିଲା ରଞ୍ଜୁ ଅନେକ କିଛି। ନିୟମିତ ଯିବା ଆସିବା ସହ କାମ ଠିକ୍ ହେଉଛି । ଡକ୍ଟର ସବୁବେଳେ ଅସ୍ତିସୂଚକ କଥା କହୁଛନ୍ତି। ମନଟା ଯାହା ମାନୁନି। କେବେ ଯେ ଠିକ୍ ହବ…