ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୭)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୭
କ'ଣ ହେଲା ? ପଡିଗଲେ ? ନିଜକୁ ନିଜେ କହୁଥିଲି ...କେମିତି .... ଦାୟିତ୍ୱହୀନ ... ଚା କପରେ ମୋ'ର ଓଠ ଛୁଉଁଥିଲା...।ଧାଇଁଲି ବସିବା ଜାଗାରୁ ଉଠି...ଗୋଟାଏ ସମସ୍ୟାର ସମାଧାନ ନସରୁଣୁ ଆଉ ଏକ ...ଉଃ ... ପ୍ରଭୁ ତୁମେ…