ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୫)
ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’
ମାଓଲି ଛାତିରେ ଜାକି ହୋଇଯାଇଥିଲେ ଦିଟାଯାକ ଛୁଆ । ମାଛପୁଡ଼ିଆ ଟାକୁ ବଢ଼ାଇ ଦେଉ ଦେଉ ଚକରା କହିଲା - ତୋ' ଦେଇ କୁଆଡ଼େ ଗଲା?? କ'ଣ ପଳାଇ ଗଲାକି କାହା ସହ??
ଏ ପ୍ରଶ୍ନ ଅମୂଳକ ନଥିଲା । ଗଲା କେତେଦିନ ଧରି ଗୋଟେ ଶିତଳଯୁଦ୍ଧ କ୍ରମଶଃ…