ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୪)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ମୀନାକ୍ଷି ହାତ ହଲାଇ ସମସ୍ତଙ୍କଠୁ ବିଦାୟ ନେଇ ଗାଡ଼ିରେ ବସିଲା । ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା । ଛାତି ଭିତରେ ଅବ୍ୟକ୍ତ ଯବଣା, କଣ୍ଠରେ ଅସ୍ଫୁଟ କୋହ ନେଇ ପଦ୍ମିନୀ
ମନକୁ ମନ କହିଲା, ମୀନକ୍ଷି! କାହାକୁ ନେଇ ତୋ…