Latest Odisha News
Browsing Tag

Dharabhik Upnyas

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବକ୍ଷରେ କମ୍ପନ, ଶଙ୍କାକୁଳ ପାଦର ଗତି, ମନ ମସ୍ତିଷ୍କରେ ଚିନ୍ତାର ଆବର୍ତ୍ତ । ବହୁ ସାହସ କରି ମଧ୍ୟ ସେ ଦିନରେ ଆସି ପାରି ନଥିଲା । କାଳେ ଯଦି ପରିଚିତ କେହି ଦେଖେ ସେ ଚନ୍ଦ୍ରଭାନୁଙ୍କ ବାସଭବନକୁ ଯାଉଛି ବୋଲି ଆଉ ଯଦି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସୁଜାତା ଅନ୍ତର୍ମନରେ ପୁଲକି ଉଠିଲା । ଟିଫିନ୍ ଖୋଲି ସରୋଜଙ୍କୁ ଖାଇବାପାଇଁ ଇସାରା କଲା । ଉଭୟେ ସାଙ୍ଗ ହୋଇ ଜଳଖିଆ ଖାଇଲେ । ସରୋଜ ସୁଜାତାର ହାତକୁ ମୁଠେଇ ଧରି କହିଲେ । - ଆସନ୍ତା ସତର ତାରିଖରେ ଆମ ବିବାହର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନୀରବତା ମଧ୍ୟରେ ପଦ୍ମିନୀର ହସିଲା ହସିଲା ମୁହଁକୁ ଚାହିଁ ପରିତୃପ୍ତିର ନଜର ଢ଼ାଳିଲା ସେ । କାଳ ବିଳମ୍ବ ନକରି ପଦ୍ମିନୀ କହି ପକାଇଲା-ଗତମାସରେ ପୁଅର ସ୍ୱନକ୍ଷତ୍ର ଗାଁରେ ଖୁବ୍ ଜାକଜମକରେ କରିବେ ବୋଲି ମୋର ତିନି ଦିନର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୩)

8ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହଁ, ଆଉ ଗୋଟିଏ କଥା ,ମାଟିରେ ଜନ୍ମ ମାଟିରେ ପାଦ ଥୋଇ ବି ଆକାଶର ନିଳିମାକୁ ମାଖି ହେବାର ଇଚ୍ଛା, ସମୁଦ୍ରର ଘେର ଭିତରେ ଥାଇ ବି ଅମୃତର ସ୍ୱାଦ ଚାଖିବାର ଇଚ୍ଛାକୁ ପିଲାଟି ଦିନରୁ ମୋ ଭିତରେ ପାଳି ଆସୁଛି । ଏଥିପାଇଁ ମୋତେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ - ତେବେ ?? ଆଜି ପୁଣି କେମିତି ?? - ତୁମ ବାହାଘର ଠିକ୍ ହେବା କଥା ଶୁଣି ଖୁବ୍ କଷ୍ଟ ପାଇଥିଲି। ବହୁତ ଚେଷ୍ଟା କରି ବିଫଳ ହେଲି ତୁମକୁ କହିବାକୁ । କାଳେ ତୁମେ କଣ ଭାବିବ ? କାଳେ ଆମର ବନ୍ଧୁତା ଶେଷ ହୋଇଯିବ ! ତୁମର ସ୍ୱଚ୍ଛଳ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ ( ୩ )

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥାର ବାହାଘର ହୋଇଯାଏ ରାଉରକେଲାର ଜଣେ ଜଣାଶୁଣା ଯୁବ ଓକିଲ ସମ୍ଭବଙ୍କ ସହିତ । ଜଣେ ମଣିଷ ହିସାବରେ ଖୁବ୍ ଭଲ ଥିଲେ ସମ୍ଭବ । ଆସ୍ଥାର ଛୋଟଛୋଟ ଖୁସିକୁ ନେଇ ଯତ୍ନଶୀଳ ଥିଲେ । ଆସ୍ଥାର ବ୍ୟବହାର, ଚାଲିଚଳଣୀ ,ସଂସାର ଓ ସମ୍ଭବମନସ୍କ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୨ ଝଡ଼ବର୍ଷା, କରେଣ୍ଟ ଗଲା । ଇନ୍‌ଭୋଟରରେ ଅନେକ ସମୟ ଚାଲିବାପରେ ସେ ବି ଖତମ୍ । ଲୁଇସ୍ ଭିଲା ସମ୍ପୂର୍ଣ୍ଣ ଅନ୍ଧାର । ଏତେ ବର୍ଷାରେ ବୈଭବ ଫେରିପାରିବେ କି ନାହିଁ ବୋଲି ଫୋନ୍ କଲାରୁ ଧରିଲା ତାଙ୍କ ସେକ୍ରେଟାରୀ…

ଧାରାବାହିକ ଉପନ୍ୟାସ : ଦେବୀ (୪୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୭ ଆଉ କେଇ ମୁହୂର୍ତ୍ତ ପରେ ସକାଳ ହେବ।ଆଲୋକର ମହୋତ୍ସବରେ ପୁରିଉଠିବ ପୃଥିବୀ । ହେଲେ ଦେବୀ ପାଇଁ ସକାଳ ମନା। ଆଲୁଅ ମନା। ମନା ଫୁଟନ୍ତା ଫୁଲକୁ ଛୁଇଁବା। ପ୍ରଜାପତି ଦେହରୁ ରଙ୍ଗ ଆଣିବା ବି ମନା। ସକାଳ ହେବାର ପ୍ରକ୍ରିୟା…