Latest Odisha News

BREAKING NEWS

Browsing Tag

Dhenkanala

ନାଳ ପାଖେ ଅଟକି ଯାଇଛି ସ୍ୱାସ୍ଥ୍ୟସେବା, ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗର୍ଭବତୀ

ଢେଙ୍କାନାଳ: ଢେଙ୍କାନାଳର ଏଇ ନାଳ ନିକଟରେ ଅଟକି ଯାଉଛି ସରକାରଙ୍କର ସବୁ ସ୍ୱାସ୍ଥ୍ୟ ଯୋଜନା । ଗୁରୁତର ରୋଗୀ ହୁଅନ୍ତୁ ବା ଗର୍ଭବତୀ, ଏଇଠି ସମସ୍ତଙ୍କ ବାଟ ଅଟକାଇ ଦିଏ ,  ବିକାଶର ପଥରୋଧ କରେ ଏଇ ନାଳ। ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧୁଷିତ ଏଇ ଅଞ୍ଚଳ ଆଜି ଏଇ ନାଳ ପାଇଁ ଅପହଞ୍ଚ…

ଧୂଳିରେ ମିଶିଲା ଧୂନି ମନ୍ଦିର.. ଖୋଲା ଆକାଶ ତଳେ କାନ୍ଦୁଛନ୍ତି କୌପୁନିଧାରୀ ସାଧୁ

ଢେଙ୍କାନାଳ: ସଂସାର ଛାଡ଼ି ଭଗବାନଙ୍କ ଶରଣ ପଶିଥିଲେ । ହେଲେ ସରକାର ସବୁ ଛଡେଇନେଲେ । ଏବେ ଖୋଲା ଆକାଶ ତଳେ କୌପିନଧାରୀ ବାବା । କୁଆଡେ ଯିବେ ? କେଉଁଠି ରହିବେ ? ଚିନ୍ତା କରୁଛନ୍ତି ସିନା ସମାଧାନର ବାଟ ପାଉନାହାନ୍ତି । ଆରାଧନା ପୀଠର ଧ୍ୱଂସାବଶେଷକୁ ଦେଖି ଆଖିରୁ ଲୁହ ଗଡ଼ାଉଛନ୍ତି ।…

ଢେଙ୍କାନାଳ ସହରରେ ବୁଲିଲେ ଯମରାଜ ଓ କରୋନା

ଢେଙ୍କାନାଳ : ସହରର ଆଜି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା କରୋନାକୁ । ଛକ, ବଜାର, ଗଳି କନ୍ଦି ବୁଲି ବୁଲି କୋଭିଡ୧୯ ଭୟବହତା ସମ୍ପର୍କରେ ସଚେତନ କରିଥିଲା କରୋନା । କାମ ନ ଥାଇ ଅଯଥା ଘରୁ ନ ବାହାରିବାକୁ ସେ ସମସ୍ତଙ୍କୁ ସତର୍କ କରିଥିଲା । କେବଳ କରୋନା ନୁହେଁ ତା ସାଙ୍ଗରେ ଯମରାଜ…