Latest Odisha News

BREAKING NEWS

Browsing Tag

discharged

ଜିଲ୍ଲା ହସିପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଷଡଙ୍ଗୀ; ଏମ୍ସକୁ ସ୍ଥାନାନ୍ତର

ବାଲେଶ୍ୱର : ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବେ ଆଇସିୟୁରୁ ବାହାରିଛନ୍ତି । ତାଙ୍କୁ ଏଫ୍ ଏମ୍ ହସପିଟାଲରୁ ତାଙ୍କୁ ଭୁବନେଶ୍ୱର ଏମସକୁ ରେଫର କରାଯାଇଛି । ନିମୋନିଆରୁ ଅସୁସ୍ଥ ହୋଇ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

ହସ୍ପିଟାଲ୍ ଛାଡିଲେ ଅଭିନେତା ରାହୁଲ ରୟ !

ମୁମ୍ବାଇ: ସେଲିବ୍ରିଟି ଓ ହସ୍ପିଟାଲ । ବୋଧ ହୁଏ ଏହି ଦୁଇଟି ଶବ୍ଦର ନିବିଡତା ଗତବର୍ଷଠାରୁ ସାମାନ୍ୟ ଅଧିକ ରହିଛି । ଏହି କାରଣରୁ ଅନେକ ସେଲିବ୍ରିଟି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଧାରାରେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକରେ ଶିକାର ହୋଇ…

ସ୍ୱତନ୍ତ୍ର ପରାମର୍ଶ ନେଇ ହସ୍ପିଟାଲ ଛାଡିଲେ ରଜନୀକାନ୍ତ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଉଚ୍ଚ ରକ୍ତଚାପ ତଥା ରକ୍ତଚାପରେ ଅନିୟମିତତା ସମସ୍ୟା ପାଇଁ ତାଙ୍କୁ ଶୁକ୍ରବାର ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଜା ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ହସ୍ପିଟାଲରୁ…