Latest Odisha News

BREAKING NEWS

Browsing Tag

Donald Trumph

ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ହିନ୍ଦୁ ସେନାର ସ୍ୱତନ୍ତ୍ର ପୂଜାର୍ଚ୍ଚନା !

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଘୋଷଣା ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । କିଏ ଜିତିବ, କିଏ ହାରିବ । ଏ ନେଇ ବିଭିନ୍ନ ଆକଳନ ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥିତି ସନ୍ତୁଳିତ ରହିଛି । ତେବେ ନିର୍ବାଚନରେ ଯେପରି ତାଙ୍କର ବିଜୟ ହେଉ ସେ ନେଇ ଦିଲ୍ଲୀରେ ତାଙ୍କ ସମର୍ଥକ…

ରାଷ୍ଟ୍ରପତି ପଦ ହାରିଲେ ଦେଶ ଛାଡିବି; ଡୋନାଲ୍ଡ ଟ୍ରମ୍ପ !

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥଟ୍ଟା  କରି କହିଛନ୍ତି ଯେ ଯଦି ସେ ନଭେମ୍ବର ୩ ରେ ନିଜର ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କଠାରୁ ହାରିଯାଆନ୍ତି ତେବେ ତାଙ୍କୁ ଦେଶ ଛାଡିବାକୁ ପଡିପାରେ। ସୂଚନା ମୁତାବକ ଟ୍ରମ୍ପ ଶୁକ୍ରବାର ରାତିରେ ଜର୍ଜିଆର ମାକନ୍‌ଠାରେ ଏକ…

ହ୍ୱାଇଟ ହାଉସରେ କରୋନା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ପଜିଟିଭ୍

ଓ୍ୱାଶିଂଟନ୍: କରୋନା କବଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ତାଙ୍କ ସହ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ବି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ନିଜେ ଟ୍ୱିଟ୍ କରି ସୂଚନା…

କୋଭିଡ୍ ଟେଷ୍ଟ କରାଇଲେ ଡୋନାଲ୍ଟ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ, ରିପୋର୍ଟକୁ ଅପେକ୍ଷା

ଓ୍ୱାଶିଂଟନ୍: କୋଭିଡ୍ ଟେଷ୍ଟ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ରିପୋର୍ଟକୁ ଏବେ ସେମାନେ ଅପେକ୍ଷା କରିଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କର ଜଣେ ଘନିଷ୍ଠ ପରାମର୍ଶଦାତା ହୋପ୍…

ଛାତ୍ର ଭିସା ପ୍ରସଙ୍ଗ: ଟ୍ରମ୍ପ ପ୍ରଶାସନ ଉପରେ ଚାପ ପକାଇଲେ ଗୁଗୁଲ ଏବଂ ଫେସବୁକ

ନୂଆଦିଲ୍ଲୀ:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଛାତ୍ର ଭିସା ଉପରେ ପ୍ରତିବନ୍ଧକ ଲଗାଇବା ପରେ ବିରୋଧ ତୀବ୍ର ହେବାରେ ଲାଗିଛି। ନିକଟରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବଡ଼ ବଡ଼ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ବାହାରକୁ ଆସିବା ପରେ ଗୁଗୁଲ, ଫେସବୁକ ଏବଂ ମାଇକ୍ରୋସଫ୍ଟ ମଧ୍ୟ ଏଥିରେ ସାମିଲ…

ଟ୍ରମ୍ପ କହିଲେ ଚାହିଁକି ଚୀନ୍ ଉପରେ ତାଙ୍କର ରାଗ ବଢୁଛି ?

ୱାଶିଂଟନ୍: ଆମେରିକାରେ କେବାକୁ କରୋନା । ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଚୀନ୍ ଉପରେ ରାଗି ଖପ୍ପା ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱାସ୍ଥ୍ୟ ଅଧିକାରୀ କହୁଛନ୍ତି ଏମିତି ସଂକ୍ରମଣ ବଢ଼ିଲେ ହୁଏତ ଆଗକୁ ଦେଶରେ କରୋନା ଉପରେ ନିୟନ୍ତ୍ରଣ ରଖିବା ଆମେରିକା ପକ୍ଷେ ସମ୍ଭବ…

ଟ୍ରମ୍ପ କହିଲେ ସୀମା ବିବାଦ ନେଇ ଭାରତ-ଚୀନ ସହ କଥା ହେଉଛି

ଓ୍ବାଶିଂଟନ୍: ଗଲଓ୍ବାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ତେଜିଛି ସୀମା ବିବାଦ । ଚୀନକୁ ଭାରତ ଚେତେଇ ଦେଇଛି, ଉସୁକାଇଲେ ବରଦାସ୍ତ କରାଯିବନି । ବ୍ୟର୍ଥ ଯିବନି ୨୦ ଯବାନଙ୍କ ବଳିଦାନ । ବିବାଦ ତେଜୁଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଦୁଇ…

ଡୋନାଲ୍ଡ ଟ୍ରମ୍ପ୍‌ କହିଲେ, “ବିନା ଭାକ୍ସିନରେ ଚାଲିଯିବ କରୋନା ଭୂତାଣୁ” !

ୱାଶିଂଟନ୍ ଡିିସି: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦାବି କରିଛନ୍ତି ଯେ, ବିନା ଭାକ୍ସିନରେ ମାରାତ୍ମକ କରୋନା ମହାମାରୀ ଚାଲିଯିବ ଏଥିସହିତ ୯୫,୦୦୦ରୁ ଅଧିକ ବ୍ୟକ୍ତି ଦେଶରେ ପ୍ରାଣ ହରାଇବେ । “ଏହା ଏବେ ଦୂରେଇ ଯାଉଛି । ଇତିମଧ୍ୟରେ ଆମେ ଆଶା କରୁଛୁ, ପୁନର୍ବାର…

କରୋନା ଆତଙ୍କ: ଡୋନାଲ୍ଡ ଟ୍ରମ୍ପ୍ କାହିଁକି ଚୀନ ଉପରେ କ୍ଷୁବ୍ଧ !

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକା କରୋନା ସଂକ୍ରମଣ ଯୋଗୁଁ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନର ୟୁହାନ ସହରରୁ ସାରା ବିଶ୍ୱକୁ ବ୍ୟାପି ଯିବାପରେ ବିଶ୍ୱର ଅର୍ଥନୀତି ଏବେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିସାରିଛି । ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର…

‘କେମ୍‌ଛୋ ଟ୍ରମ୍ପ’ … ଭାରତ ଗସ୍ତକୁ ନେଇ ଉତ୍ସାହିତ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ସେ ଏବେ ଭାରି ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାରିଫ କରିଛନ୍ତି ଟ୍ରମ୍ପ । ଜଣେ ଭଲ ବନ୍ଧୁ ବୋଲି ତାଙ୍କୁ ସମ୍ବୋଧନ କରିଛନ୍ତି । ଟ୍ରମ୍ପ…