Latest Odisha News

BREAKING NEWS

Browsing Tag

Drunk man

ବିମାନରେ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ; ନିଶାସକ୍ତ ଅବସ୍ଥାରେ ମହିଳା ପାସେଞ୍ଜରଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ନୂଆଦିଲ୍ଲୀ: ମଦ ନିଶା କଣ ବା ନକରି ପାରେ  । ବିମାନରେ ସେଭଳି କିଛି କାଣ୍ଡ ଘଟାଇଛନ୍ତି ଜଣେ ଯାତ୍ରୀ। ମଦ ନିଶାରେ ମହିଳା କୋ-ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଲେ ଯାତ୍ରୀ  । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ଏନେଇ ମହିଳା ଯାତ୍ରୀ ଜଣକ ଟାଟା…

ପତ୍ନୀ ସହ ଝଗଡା ପରେ ବରଗଛରେ ଚଢିଲା ନିଶାସକ୍ତ ଯୁବକ; ଆଉ ତା’ପରେ…

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଜଣେ ନିଶାସକ୍ତ ଯୁବକ ବରଗଛର ପୂରା ଅଗରେ ଚଢିଯିବା ଭଳି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ଏପରିକି ସେ ତଳକୁ ଓହ୍ଲାଇବାକୁ ମନା କରିଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଯୁବକ ଜଣକ ତଳକୁ ଡେଇଁ ପଡିବ…

ପ୍ରଥମେ ଆହତ, ପରେ ଚୋରି ଆଉ ଏବେ କରୋନାରେ ସଂକ୍ରମିତ !

ନାଗପୁର: ଏକ ବିିଚିତ୍ର ଘଟଣାରେ ଜଣେ ପରିବା ବିକାଳୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମଦ ନିଶାରେ ଆହତ ହୋଇ ପରିବା ବିକାଳୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ହସ୍ପିଟାଲରୁ ଏକ ସାମଗ୍ରୀ ଚୋରି କରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ସେହି…