Latest Odisha News

BREAKING NEWS

Browsing Tag

Dutee Chand

ଦୂତୀଙ୍କୁ ମିଳିଲାନି ଭିସା, ସ୍ୱପ୍ନରେ ରହିଗଲା ‘ୟୁରୋପୀୟାନ ରେସ୍’ପଦକ ଆଶା !

ଭୁବନେଶ୍ୱର: ବାଷ୍ପରୁଦ୍ଧ ହୋଇଯାଉଛି ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦଙ୍କ କଣ୍ଠ । ସମ୍ମାନଜନକ ୟୁରୋପୀୟାନ୍ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଦୂତିଙ୍କୁ ମିଳିଲାନି ଭିସା । ପୂର୍ବରୁ ଦୂତିଙ୍କୁ ଆଇଏଏଏଫ ପ୍ରତିଯୋଗିତା ଲାଗି ଭିସା ମିଳିବା ନେଇ ବିଭିନ୍ନ…

ୟୁରୋପୀୟ ଦୌଡକୁଦ ଲାଗି ଦୂତୀଙ୍କୁ ମିଳିଲା ଭିସା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆସନ୍ତା ଅଗଷ୍ଟ ୧୩ ଓ ୧୯ ତାରିଖରେ ଆର‌୍ୟଲାଣ୍ଡ ଓ ଜର୍ମାନୀରେ ହେବାକୁ ଥିବା ଆଇଆଇଏଫ୍ ଟୁର୍ଣ୍ଣାମେଣ୍ଟ ଲାଗି ଭିସା ଆବେଦନ କରିଥିବାବେଳେ ପରିଶେଷରେ ତାଙ୍କୁ ଶନିବାର ଦିନ ଭିସା ପ୍ରଦାନ କରାଯାଇଛି । ଗତ କିଛି ଦିନ ପୂର୍ବରୁ ଓଡିଆ ଧାବିକା…

ୟୁରୋପୀୟ ଦୌଡକୁଦ ଲାଗି ଭିସା ଚିନ୍ତାରେ ଦୂତୀ: ବୈଦେଶିକ ମନ୍ତ୍ରଣାଳୟକୁ ଲୋଡିଲେ ସାହାଯ୍ୟ

ଭୁବନେଶ୍ୱର: ପ୍ରଥମ ଭାରତୀୟ ମହିଳା ଭାବେ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ର ୧୦୦ମି. ଦୌଡରେ ସ୍ୱର୍ଣ୍ଣ ହାସଲ କରିଥିବା ଓଡିଆ ଧାବିକା ଦୂତୀ ଚାନ୍ଦ ନିଜ ଭିସା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାହାଯ୍ୟ ଲୋଡିଛନ୍ତି । ଏନେଇ ଦୂତୀ ଗୁରୁବାର ଦିନ ଟ୍ୱିଟ୍ କରିଛନ୍ତି ।…

ଦୂତୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଇଟାଲୀର ନାପୋଲିରେ ଅନୁଷ୍ଠିତ ୩୦ତମ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ରେ ଓଡିଆ ଧାବିକା ଦୂତୀ ଚାନ୍ଦ ୧୦୦ମି. ଦୌଡରେ ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କ ନିକଟକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।…

ରେକର୍ଡ କଲେ ଦୂତି ଚାନ୍ଦ, ପ୍ରଥମ ଭାରତୀୟ ମହିଳା ଭାବେ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ରେ ସ୍ୱର୍ଣ୍ଣ ହାସଲ

ଭୁବନେଶ୍ୱର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ 'ୱାର୍ଲ୍ଡ ୟୁନଭସିଟି ଗେମ୍ସ'ରେ ଓଡିଆ ଧାବିକା ଦୂତୀ ଚାନ୍ଦ ୧୦୦ମି. ଦୌଡରେ ସ୍ୱର୍ଣ୍ଣ ଜିତିଛନ୍ତି । ଏଥିସହ ସେ ପ୍ରଥମ ଭାରତୀୟ ମହିଳା ଭାବେ ଏହି ପଦକ ହାସଲ କରିଛନ୍ତି । ଦୂତୀ ସୋମବାର ଦିନ ସେମିଫାଇନାଲ୍ ଇଭେଣ୍ଟରେ ୧୧.୪୧ ସେକେଣ୍ଡ୍…

କପିଲ ଶର୍ମାଙ୍କ କମେଡି ଶୋ’ରେ ଦୂତି ଚାନ୍ଦ…

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଭାରତୀୟ ଦ୍ରୁତତମ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଆଲୋଚନା ଓ ସମାଲୋଚନାରୁ କ୍ଷାନ୍ତ ହୋଇ ଦୂତି ନିକଟରେ ଜାତୀୟ ଟେଲିଭିଜନରେ ବହୁଳ ପ୍ରସାରିତ ‘ଦ କପିଲ ଶର୍ମା ଶୋ’ରେ ଅଂଶ ଗ୍ରହଣ କରିଛନ୍ତି ।…

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ କ’ଣ କହିଲେ ଓଡ଼ିଶା ଆଥଲେଟ, ଜାଣନ୍ତୁ…

ଭୁବନେଶ୍ୱର : ଦୌଡ଼ରାଣୀ ଦୂତୀ ଚାନ୍ଦ ରବିବାର ଦିନ ଗଣମାଧ୍ୟମରେ ନିଜର ସମଲିଙ୍ଗୀ ସମ୍ପର୍କ ସ୍ଥାପନ ନେଇ ସ୍ୱୀକାର କରିବା ପରେ ଏହାକୁ ନେଇ ଓଡିଶାର କିଛି ଜଣାଶୁଣା ଆଥଲେଟ୍ ନିଜନିଜର ମତ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଅନ୍ତର୍ଜାତୀୟ ମହିଳା କରାଟେକା ଭାଲେନା ଭାଲେଣ୍ଟିନା ଗଣମାଧ୍ୟମକୁ…