Latest Odisha News

BREAKING NEWS

Browsing Tag

Dutee Chand

ଏବେ ବି ପ୍ରଥମ ଅଲିମ୍ପିକ୍ସ ପଦକ ଆଶାରେ ଓଡିଶା କ୍ରୀଡାପ୍ରେମୀ ଓ ଆଥଲେଟ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଓଡିଶା ଆଥଲେଟ ଅଂଶଗ୍ରହଣ କରି ଆସିଛନ୍ତି । କିନ୍ତୁ ଦୁଃଖର କଥା କେହି କେବେ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିବା ସୁଯୋଗ ଦେଇ ନାହାନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୪ଜଣ ଓଡିଆକୁ ଏଥର…

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କରିଛନ୍ତି ଓଡ଼ିଶା ସରକାର । କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ନାଁ ପଠାଇଛନ୍ତି । ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ…

ଦୂତୀ ଚାନ୍ଦଙ୍କୁ ମିଳିବ ଛତିଶଗଡ ବୀରନି ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ଦ୍ରୁତ ଧାବିକା ଦୂତୀ ଚାନ୍ଦଙ୍କୁ ଛତିଶଗଡ ବୀରନି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଗୁରୁବାର ଦିନ ଛତିଶଗଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଜାକର୍ତ୍ତା ଏସିଆନ ଗେମ୍ସର ୧୦୦ ଏବଂ ୨୦୦ ମିଟର…

ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ହିସାବ ଦେଲେ ସରକାର

ଭୁବନେଶ୍ୱର: ଓଡ଼ିଶା ଆଥଲେଟ ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ତାହାର ହିସାବ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦୂତୀଙ୍କୁ ମିଳିଥିବା ସହାୟତା ନେଇ ଆର୍ଥିକ ବିବରଣୀ ଦେଇଛନ୍ତି । ୨୦୧୮ ଏସିଆନ ଗେମ୍ସରେ ପଦକ ଜିତିଥିବାରୁ ୩ କୋଟିର ଭତ୍ତା…

ବଡ ଭଉଣୀଙ୍କ ନାଁରେ ସମଲିଙ୍ଗୀ ସମ୍ପର୍କ ଅଭିଯୋଗ ଆଣିଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଦୌଡ ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ସମ୍ପର୍କକୁ ନେଇ ଲାଇମଲାଇଟ୍‌ରେ ଥିବା ଦୂତି ଏଥର ବଡ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ କହିଛନ୍ତି, ତାଙ୍କ ବଡ ଭଉଣୀ ସରସ୍ୱତୀ ସମଲିଙ୍ଗୀ ସମ୍ପର୍କରେ ପଡିଛନ୍ତି । ପୂର୍ବରୁ ଯିଏ ମୋ…

କରୋନା ସଚେତନତା କ୍ୟାମ୍ପେନରେ ଓଡ଼ିଆ ସେଲିବ୍ରିଟି, କିଏ କ’ଣ କହୁଛନ୍ତି ?

କରୋନା ସହ ଲଢ଼େଇ । ଏବେ ସମୟ ହାରିବାର, ନୁହେଁ ହରାଇବା ପାଇଁ ଆଗେଇ ଆସିବାର ବେଳ । ଘଡିସନ୍ଧି ମୁହୂର୍ତ୍ତରେ ଜନସଚେତନତା ହିଁ ଆମକୁ ଏହି ଲଢେଇରେ ଜିତାପଟ ଆଣିଦେବ । ଲୋକଙ୍କୁ ସଚେତନ କରାଇବା ପାଇଁ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ସେଲିବ୍ରିଟି । ସଂକ୍ରମଣ ରୋକିବା ଦିଗରେ ଜନ ସଚେତନତା ସୃଷ୍ଟି…

ବ୍ୟବସାୟ ଜଗତରେ ପ୍ରବେଶ କଲେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆଥଲେଟିକ୍ ଟ୍ରାକରେ ଧମାଲ୍ କରିବା ପରେ ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ‘ଡିଟି ଡିଲାଇଟ୍ସି’ ନାମକ ୨ଟି ହୋଟେଲ୍ ଖୋଲିଛନ୍ତି ରାଜଧାନୀ ଭୁବନେଶ୍ୱରରେ ଦୂତି । ଗୋଟିଏ ହୋଟେଲ୍ ଶୈଳଶ୍ରୀ…

‘ଟାଇମ୍ ୧୦୦ ନେକ୍ସଟ୍’ ତାଲିକାରେ ଧାବିକା ଦୂତି ଚାନ୍ଦ

ନୂଆଦିଲ୍ଲୀ: ଟାଇମସ୍ ମାଗାଜିନ ପକ୍ଷରୁ ପ୍ରକାଶିତ ହୋଇଥିବା ପରବର୍ତ୍ତୀ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ତଥା ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ । ଏହି ତାଲିକା ‘ଟାଇମ ପତ୍ରିକା’ ପକ୍ଷରୁ ଆରମ୍ଭ କରାଯାଇଥିବା ବେଳେ ଏଥିରେ ୧୦୦ ଜଣ ଉଦୀୟମାନ…

‘କେବିସି’ରେ ନଜର ଆସିବେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଟେଲି ଜଗତର ଲୋକପ୍ରିୟ ରିୟାଲିଟି ଶୋ 'କୋନ ବନେଗା କରୋଡ଼ପତି'ରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ଦୌଡ଼ରାଣୀ ଦୂତିଚାନ୍ଦ। ଶୋ'ର ହଷ୍ଟ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସିବେ ଦୂତୀ । ଏହାର ଶୁଟିଂ ପାଇଁ ଦୂତୀ ଶନିବାର(ଆଜି) ମୁମ୍ବାଇ ଯାଇଥିବା ଜଣାପଡିଛି ।…

ରାଜନୀତିରେ ପାଦ ଦେବେ ଦୂତୀ ଚାନ୍ଦ !

ଭୁବନେଶ୍ୱର: ରାଜନୀତିରେ ପ୍ରବେଶ କରିବେ ଦୌଡ଼ରାଣୀ ଦୂତୀ ଚାନ୍ଦ ! ଆମେ ନୁହେଁ ଆଜ୍ଞା ଦୂତୀ ଚାନ୍ଦ ନିଜ ଟୁଇଟର ପେଜରେ ସେୟାର କରିଥିବା ଏକ ପୋଷ୍ଟରୁ ଏହା ଅନୁମାନ କରାଯାଉଛି । I have always wanted to join politics since childhood. My family has also been involved in…