Latest Odisha News

BREAKING NEWS

ରାଜସ୍ଥାନର ବିକାନେର୍‌ଠାରେ ୪.୮ ତୀବ୍ରତାର ଭୂକମ୍ପ

ଜୟପୁର: ରାଜସ୍ଥାନର ବିକାନେରରେ ଭୂମିକମ୍ପ । ଆଜି ସକାଳ ୭.୪୨ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ତୀବ୍ରତା ଥିଲା ୪.୮ । ଏନେଇ ନ୍ୟାସନାଲ୍ ସେଣ୍ଟର୍‌ ଫର୍‌ ସେସମୋଲୋଜି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳ ବେକାନେରଠାରୁ ୪୧୩ କିଲୋମିଟର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ରହିଥିଲା । ଏହି ଅଞ୍ଚଳରେ ଗତକାଲି ବି ହୋଇଥିଲା ଭୂମିକମ୍ପ । ଗତକାଲି ଭୋର୍‌ ୫.୨୪ ମିନିଟରେ ୫.୩ ତୀବ୍ରତା ବିଶିଷ୍ଟ କମ୍ପନ ଅନୁଭୂତ ‌ହୋଇଥିଲା ।

Leave A Reply

Your email address will not be published.