Latest Odisha News

BREAKING NEWS

Browsing Tag

East Coast Railway

ସମ୍ଭାବ୍ୟ ବାତ୍ୟା ‘ୟସ୍’ ପାଇଁ ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ୨୬ରେ ଛୁଇଁପାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗର ଏଭଳି ଆକଳନ ପରେ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ମୋଟ ୭୪ଟି ଟ୍ରେନକୁ ବାତିଲ୍ କରାଯାଇଛି । ଏହି…

କମ୍ ଯାତ୍ରୀ ଓ କଟକଣା ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍

ଭୁବନେଶ୍ୱର: କମ୍ ଯାତ୍ରୀ ଓ କୋଭିଡ୍ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଟ୍ରେନ ସେବା ବାତିଲ୍ ଓ ଆଂଶିକ ବାତିଲ୍ କରାଯାଇଛି । ପ୍ରତିଦିନ ଚଳାଚଳ କରୁଥିବା ପାଞ୍ଚ ଯୋଡ଼ା ମେମୁ/ପାସେଞ୍ଜର ବିଶେଷ ଟ୍ରେନ ମେ ୩୧ ପର୍ଯ୍ୟନ୍ତ ବାତିଲ ରହିବ। ଏଥିସହ ନଅ ଯୋଡ଼ା ମେମୁ/ପାସେଞ୍ଜର/ଏକ୍ସପ୍ରେସ ବିଶେଷ…

ମେ ଶେଷ ଯାଏଁ ପୂର୍ବତଟ ରେଳପଥ ମଧ୍ୟରୁ ୪ ଏକ୍ସପ୍ରେସ ବିଶେଷ ଟ୍ରେନ ବାତିଲ୍

ଭୁବନେଶ୍ୱର: କମ ପୃଷ୍ଠପୋଷକତା ଏବଂ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରି ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ୦୧ . ୦୨୮୬୬/୦୨୮୬୫ ପୁରୀ-ଏଲଟିଟି- ପୁରୀ ସାପ୍ତାହିକ…

୨ ଦିନ ପାଇଁ ବାତିଲ୍ ହେବ ରାଉରକେଲା-ଭୁବନେଶ୍ୱର ଓ ସମ୍ବଲପୁର-ପୁରୀ ବିଶେଷ ଟ୍ରେନ୍

ଭୁବନେଶ୍ୱର: ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ଦୁଇଦିନ ପାଇଁ ବାତିଲ ହେବ । ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଶାଳଗାଁ ଓ ରାଜଆଠଗଡ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ କାର୍ଯ୍ୟକ୍ଷମ ପାଇଁ ରାଜଆଠଗଡ଼ ଷ୍ଟେସନ ଠାରେ ନିରାପତ୍ତା…

ରେଳ ଧାରଣାରେ ୫୦% ଅଘଟଣ ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା

ଭୁବନେଶ୍ୱର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତ୍ତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ…

ଅନୁଗୁଳ ଷ୍ଟେସନରେ ୧୩ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସମୟରେ ପରିବର୍ତ୍ତନ, ଜାଣନ୍ତୁ ସବିଶେଷ ତଥ୍ୟ…

ଅନୁଗୁଳ: ଅନୁଗୁଳ ଷ୍ଟେସନ ଠାରେ ବିଶେଷ ଟ୍ରେନ ଗୁଡିକର ସମୟ ସାରଣୀରେ ପରିବର୍ତ୍ତନ କରାଯାଉଛି। ଅନୁଗୁଳ ଓ କେରେଜଙ୍ଗ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର‌୍ୟ୍ୟ ସମ୍ପାଦନ ସହ କାର୍ଯ୍ୟକ୍ଷମ ଦୃଷ୍ଟିକୋଣରୁ ଟ୍ରେନ ପରିଚାଳନା ସୁବିଧା ପାଇଁ ଅନୁଗୁଳ ଷ୍ଟେସନରେ ସ୍ପେଶାଲ ଟ୍ରେନର ସମୟ ସଂଶୋଧନ…

ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ପୁରୀ: ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି। ଏହି କୋଚିଂ ଡିପୋକୁ ଆସୁଥିବା ଟ୍ରେନ୍ ରେକ୍ ର ଗତିକୁ ଅନୁଯାୟୀ ସମଗ୍ର ଟ୍ରେନର ଧୋଇବା ପ୍ରକ୍ରିୟା ସ୍ୱଳ୍ପ ସମୟ ବ୍ୟୟରେ କରାଯାଉଥିବା ବେଳେ ଜଳ ଏବଂ ମାନବ ଶକ୍ତି କମ…

ପୂର୍ବତଟ ରେଳପଥ ମଧ୍ୟରୁ ଗଡିବ ୫ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟରୁ ଆହୁରି ୫ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି। ତନ୍ମଧ୍ୟରେ ରହିଛି ପୁରୀରୁ ହାଓ୍ବଡ଼ା ଏବଂ ଯଶୋବନ୍ତପୁରକୁ ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟନମରୁ ଏଲଟିଟି ଓ କାଚିଗୁଡା, ସମ୍ବଲପୁରରୁ ନାନ୍ଦେଡ଼କୁ ସ୍ୱତନ୍ତ୍ର ଟ୍ରେନ୍।…

ସାଇକ୍ଲୋନ୍ ନିଭାର୍: ଭୁବନେଶ୍ୱରରୁ ବାତିଲ ହ‌େବ ଏହିସବୁ ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ସାଇକ୍ଲୋନ ’ନିଭାର’କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ଇସିଓଆର) ପକ୍ଷରୁ କିଛି ଟ୍ରେନକୁ ଭୁବନେଶ୍ବରରୁ ସ୍ୱଳ୍ପ ଅବଧି ଲାଗି ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭାରତୀୟ ରେଳାବାଇରେ ପ୍ରଥମ ; ରୋଡ୍ ଓଭର ବ୍ରିଜ ନିର୍ମାଣ ଲାଗି ଚୁକ୍ତିନାମା

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ହେଉଛି ପ୍ରଥମ ରେଳବାଇ ଯାହାକି ରୋଡ୍ ଓଭର ବ୍ରିଜ୍ ନିର୍ମାଣର କାର୍ଯ୍ୟ ନିର୍ବାହ ପାଇଁ ପିଏସୟୁ ସହିତ ଚୁକ୍ତିନାମା କାର୍ଯ୍ୟକାରୀ କରିଛି। ଏପରିକି ଛଅ ଗୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ୪୩୬.୮୭ କୋଟି ଟଙ୍କା ଖର୍ଚ୍ଚ ହେବ। ଉଭୟ ଯାତ୍ରୀ ଏବଂ ରେଳ…