Latest Odisha News

BREAKING NEWS

Browsing Tag

elephant rescued

୩ ଦିନ ପରେ ଉଦ୍ଧାର ହେଲା ଆହତ ହାତୀ : ଚିିକିତ୍ସା ପାଇଁ ଆସିଲେ ବିଶେଷଜ୍ଞ ଦଳ

ସମ୍ବଲପୁର  : ଶେଷରେ ଉଦ୍ଧାର ହେଲା ହାତୀ। ୩ ଦିନ ହେଲା ପୋଖରୀରେ ଫସି ରହିଥିଲା ଅସୁସ୍ଥ ହାତୀଟି। ସ୍ଥାନୀୟ ଲୋକେବହୁ ପ୍ରୟାସ କରି ହାତୀକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଗାଁର ଲୋକଙ୍କ ପ୍ରୟାସରେ ଉଦ୍ଧାର କରାଯାଇଛି। ସମ୍ବଲପୁର ସାପଲହରା ଗାଁରେ ପୋଖରୀରେ ୩ ଦିନ ହେବ ଫସରହିଥିଲା ଦନ୍ତା…

୪ ଘଣ୍ଟାର ଅପରେସନ୍ ପରେ କୂଅରୁ ଉଦ୍ଧାର ହେଲା ହାତୀ

ଅନୁଗୁଳ: ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଖସି ପଡ଼ିଥିବା ମାଈ ହାତୀ ଉଦ୍ଧାର ହୋଇଛି । ରାତି ପ୍ରାୟ ୨ଟା ବେଳେ ହାତୀଟି ଖସି ପଡ଼ିଥିବା ବେଳେ ୮ ଘଣ୍ଟା ପରେ କୂଅରୁ ମୁକୁଳିଛି । ପ୍ରାୟ ୪ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ହାତୀଟିକୁ ସଫଳତାର ସହ କୂଅ ମଧ୍ୟରୁ…

ଜଙ୍ଗଲରୁ ଅସୁସ୍ଥ ହାତୀ ଉଦ୍ଧାର

କଟକ: କଟକ ଜିଲ୍ଲା ନିକଟସ୍ଥ ଜଙ୍ଗଲରୁ ଗୁରୁବାର ଦିନ ଏକ ଅସୁସ୍ଥ ହାତୀକୁ ବନବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ବାଆଁରା ନିକଟରେ ଏକ ହାତୀ ପଡିଥିବା ନେଇ ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ପରେ ସେମାନେ ଏନେଇ ବନବିଭାଗକୁ ସୂଚନା ଦେଇଥିଲେ ।…

କେନାଲରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କଲା ବନବିଭାଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ମହାବିରୋଦ୍ଧ ବନଖଣ୍ଡ ନିକଟସ୍ଥ ଏକ କେନାଲରେ ବୁଧବାର ଦିନ ଫସି ରହିଥିବା ଏକ ହାତୀକୁ ବନବିଭାଗ ଉଦ୍ଧାର କରିଛି । ଉକ୍ତ କେନାଲରେ ଗୋଟିଏ ଦନ୍ତା ହାତୀ ଫସି ରହିଥିବା ଦେଖିବା ପରେ ସ୍ଥାନୀୟ ଲୋକମାନେ ବନବିଭାଗକୁ ସୂଚନା ଦେଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ…

ଢେଙ୍କାନାଳରେ ଉଦ୍ଧାର ହେଲେ ଛୁଆ ସହ ମାଆ ହାତୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତାଳବେରଣା ଗାଁରେ ଶନିବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ମହାବୀର ରୋଡ ବନଖଣ୍ଡସ୍ଥ ତାଳବେରଣା ଗାଁର ଏକ ପାଇଖାନା ଟାଙ୍କିରୁ ଏକ ମାଆ ଓ ଛୁଆ ହାତୀକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଆ ଓ ଛୁଆ ହାତୀ ଦୁଇଟି ପାଇଖାନା…