Latest Odisha News

BREAKING NEWS

Browsing Tag

elephant terror

ପୁଣି ମାତିଲା ହାତୀ, ଏକର ଏକର ଧାନ ଫସଲ ନଷ୍ଟ

ତେଲକୋଇ: ପୁଣି ମାତିଲା ହାତୀ । ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି । ହାତୀ ଗାଁଗୁଡିକରେ ପଶିବା ସହିତ ଆତଙ୍କ ଖେଳାଇବାରେ ଲାଗିଛନ୍ତି । ସେହିଭଳି ତେଲକୋଇରେ ମଧ୍ୟ ହାତୀ ଉପଦ୍ରବ ଜାରି ରହିଛି । ଗାଁରେ ପ୍ରାୟ ୮ଟିକିଆ ହାତୀ ପଲ ପଶି ଆତଙ୍କ ଖେଳାଇଛନ୍ତି । ତେଲକୋଇ ରେଞ୍ଜ ତାଳପଦା…

ଗାଁରେ ଦନ୍ତା ଆତଙ୍କ

ଭଦ୍ରକ : ଗାଁରେ ଦନ୍ତା ଆତଙ୍କ । ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଗୁଡିକରେ ହାତୀ ପଶି ଆତଙ୍କ ଖେଳାଇଛି । ଆଉ ହାତୀ ଭୟରେ ଲୋକେ ତାଟି କବାଟ ପକାଇ ରହିଛନ୍ତି । ଦିନ ଦିପହରରେ ବି ହାତୀ ଆତଙ୍କ ଖେଳାଇଛିି । ଆଖପାଖ ଗାଁ ବନ୍ତରୁ ନେଇ ଆଗରପଡ଼ାରେ ହାତୀ କିଛି ଦିନ ହେଲା ଗାଁ ଛାଡି ଯିବାର ନାଁ…

ଥମୁନି ହାତୀ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଖଣ୍ଡବନ୍ଧ ଖଣି ଅଞ୍ଚଳରେ ୧୦ଟିକିଆ ହାତୀ ପଲ ପଶି ଆସିଥିଲେ । ଖଣି ଭିତରକୁ ପଶି ଆସିଥିବା ହାତୀ ଗୁଡିକ ମଧ୍ୟରେ ୨ଟି ଦନ୍ତା ହାତୀ ସହ ଦୁଇଟି ଛୁଆ ହାତୀ ମଧ୍ୟ ରହିଥିଲେ । ଅପରାହ୍ନରେ ହାତୀ ପଲ ଟାଟା ଖଣ୍ଡବନ୍ଧ ଲୌହ ଓ…

ଢେଙ୍କାନାଳ ସହରରେ ପଶିଲା ଦନ୍ତା: ଦଳିଚକଟି ନଷ୍ଟ କଲା ବଗିଚା, ସ୍ଥାନୀୟ ଲୋକେ ଆତଙ୍କିତ

ଢ଼େଙ୍କାନାଳ: ଢେଙ୍କାନାଳ ସହରରେ ଦନ୍ତା ହାତୀ । ଗତ ତିନି ଦିନ ଧରି ଉପଦ୍ରବ ଜାରି ରଖିଛି ଦନ୍ତା । ଯାହାକୁ ନେଇ ଢେଙ୍କାନାଳ ସହରର ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି । ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ ।  ଏପରିକି ଶ୍ୟାମଚରଣପୁରର ମଧୁସୂଦନ ମିଶ୍ର ଘର…

ରାତିସାରା ମଞ୍ଚାରେ ମଣିଷ, ଫସଲ ସୁରକ୍ଷା ପାଇଁ ବିତୁଛି ଜୀବନ

ବାଲେଶ୍ଵର: ନୀଳଗିରିରେ ଥମୁନି ହାତୀ ଆତଙ୍କ । ହାତୀଙ୍କ ଦାଉରୁ ଫସଲ ସୁରକ୍ଷା ନେଇ ଚାଷୀଙ୍କ ଚିନ୍ତା ଘାରିଛି। ତେଣୁ କିଛି ଗ୍ରାମବାସୀ ଓ ଚାଷୀମାନେ  ଫସଲ ସୁରକ୍ଷା ଓ ପରିବାର ସୁରକ୍ଷା ପାଇଁ ହାତରେ ଡ୍ରମ, ଟିଣ, ବାସନ ଧରି ମଞ୍ଚା ବାନ୍ଧି ରାତିସାରା ତା ଉପରେ ରହୁଛନ୍ତି । ବାଲେଶ୍ଵର ଜିଲ୍ଲା…