Latest Odisha News
Browsing Tag

Elephants

ଭୟଙ୍କର ଖାଦ୍ୟ ସଙ୍କଟ; ଜୀବଜନ୍ତୁ ମାରି ଖାଇବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାମିବିଆରେ ଗତ ୧୦୦ ବର୍ଷ ମଧ୍ୟରେ ଇତିହାସର ସବୁଠାରୁ ଦୟନୀୟ ସ୍ଥିତି ଉପୁଜିଛି। ଭୟଙ୍କର ମରୁଡ଼ି ଯୋଗୁ ଏଠାରେ ଖାଦ୍ୟ ସଙ୍କଟ ସ୍ଥିତି ଉପୁଜିଛି। ଏହି ଦେଶର ନାଗରିକମାନେ ଦିନକୁ ଦୁଇଥର ଖାଇବାକୁ ପାଉ ନାହାଁନ୍ତି। ଲୋକମାନେ ଖାଦ୍ୟ ଖାଇବାକୁ ପାଉନଥିବା ବେଳେ ପାଣି ପିଇବାକୁ…

ଆଉ ଯିବନି ଜୀବନ, ହାତୀଙ୍କ ବେକରେ ଲାଗିବ ରେଡିଓ କଲାର

ବାରିପଦା: ହାତୀ-ମଣିଷ ଲଢ଼େଇରେ ଲାଗିବ ବ୍ରେକ୍ । ଏଥିପାଇଁ ଓଡ଼ିଶା ସରକାର ବହୁସୂତ୍ରୀ ଯୋଜନା କରିଛନ୍ତି । ହାତୀ ବେକରେ ରେଡିଓ କଲାର ଲାଗିବ । ଏନେଇ ପିସିସିଏଫ୍ ସୁଶୀଲ କୁମାର ପୋପଲି କହିଛନ୍ତି, ’ଗଜବନ୍ଧୁ’ ଯୋଜନାରେ ହାତୀ-ମଣିଷ ଲଢ଼େଇ ରୋକିବାକୁ ରେଡିଓ କଲାର ଲଗାଯିବ । ଏନେଇ ବନ…

ହାତୀ ମୃତ୍ୟୁ ନେଇ ଧର୍ମେନ୍ଦ୍ରଙ୍କ ଉଦବେଗ, ନବୀନ ଓ ଭୂପେନ୍ଦରଙ୍କୁ ଚିଠି

ଭୁବନେଶ୍ବର : ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାସ କରି ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ସମେତ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ…

ରାଜଧାନୀରେ ହାତୀ: ରାତିରେ ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ ପଶି ଘର ଭଙ୍ଗିଲେ

ଭୁବନେଶ୍ୱର: ରାଜଧାନୀରେ ପଶିଲେ ହାତୀ । ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ସରସ୍ୱତୀ ବସ୍ତିରେ ହାତୀ ଆତଙ୍କ । ଗତକାଲି ରାତିରେ ୩ଟି ହାତୀ ସରସ୍ୱତୀ ବସ୍ତିରେ ପଶିଥିଲେ । ଲୋକଙ୍କ ଘର ଭାଙ୍ଗିଛନ୍ତି । ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଛୁଆ ହାତୀକୁ ନେବା ପାଇଁ ସରସ୍ୱତୀ…

ଲକ୍‌ଡାଉନର ପ୍ରଭାବ: ରାଜରାସ୍ତାରେ ଜଙ୍ଗଲୀ ଜୀବଜନ୍ତୁ !

ଭୁବନେଶ୍ୱର: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀର ପୀଡ଼ା ଭୋଗୁଥିବା ବେଳେ ଅଧିକାଂଶ ରାଷ୍ଟ୍ର ପାଳୁଛନ୍ତି ଲକ୍‌ଡାଉନର ନିୟମ । ଲକ୍‌ଡାଉନ୍ ଯୋଗୁ ଏବେ ଅନେକ କଥା ମଣିଷ ଅଙ୍ଗେ ନିଭେଇବା ସହିତ ବହୁତ କଥା ଅନୁଭବ କରିପାରୁଛି । ମଣିଷ ଲଗାତର କେତେ ଦଶନ୍ଧି ଧରି ପ୍ରକୃତି ଉପରେ ଯେମିତି ଅତ୍ୟାଚାର…