Latest Odisha News
Browsing Tag

employee

ସ୍ପୋର୍ଟସ୍ ଜୋତା ପିନ୍ଧିଥିବାରୁ ଚାଲିଗଲା ଜବ୍ , କୋର୍ଟରେ କେସ୍ କରି ପାଇଲେ ୩୨ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ: ଯଦି ଜଣେ ସ୍ପୋର୍ଟସ୍ ଜୋତା ପିନ୍ଧିଥିବାରୁ ଜବ୍ ରୁ ବହାର କରିଦିଆଯାଏ ସେହି ବ୍ୟକ୍ତିକୁ , ତେବେ ଏହା ବହୁତ ଅଜବ କଥା ଲାଗିବ ନା ଆପଣଙ୍କୁ । ହଁ ଆଜ୍ଞା ସମାନ ଘଟଣା ବ୍ରିଟେନରୁ ଆସିଛି। ଯେଉଁଠାରେ ଜଣେ ଝିଅ କେବଳ ସ୍ପୋର୍ଟସ୍ ଜୋତା ପିନ୍ଧିଥିବାରୁ ତାଙ୍କୁ ଚାକିରୀରୁ ବିଦା…

ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ବୈଠକ 

ଯାଜପୁର :  ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଦାବୀରେ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଦୀର୍ଘ ଦିନ ଧରି ନିୟମିତ କର୍ମଚାରୀଙ୍କ ଭଳି କାମ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିୟମିତ କର୍ମଚାରୀଙ୍କ ମାନ୍ୟତା ମିଳୁନଥିବା ଅଭିଯୋଗ ହୋଇଛି । ଏହି ଅଭିେଯାଗକୁ ନେଇ ଆଜି…

କରୋନା ଭୂତାଣୁ ବାଣ୍ଟିଲା ଗହଣା ଦୋକାନ, କୋକୁଆ ଭୟରେ ଗ୍ରାହକ !

ଇନ୍ଦୋର: ଧନ୍‌ତେରାସ୍ ଓ ଦୀପାବଳିରେ ସୁନାଗହଣା ଦୋକାନରେ ଲାଗିଥିଲା ଅପ୍ରତ୍ୟଶିତ ଭିଡ । ନୂଆ ଗହଣାଗାଣ୍ଠି କିଣିବା ପାଇଁ ଲୋକଙ୍କ ମନରେ ଥିଲା ଉତ୍ସାହ ଓ ଉଦ୍ଦିିପନା । ହେଲେ ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ଗହଣା ଦୋକାନରେ ଅଳଙ୍କାର କିଣି ଲୋକେ କୋକୁଆ ଭୟରେ ରହିବାକୁ ବାଧ୍ୟ ହୋଇଛନ୍ତି ।…

କୋଭିଡ୍‌-୧୯: ଅପପ୍ରଚାର କରି ଚାକିରୀ ହରାଇଲେ ଇନ୍‌ଫୋସିସ୍ କର୍ମଚାରୀ !

ବେଙ୍ଗାଲୁରୁ: ଜଣେ କର୍ମଚାରୀଙ୍କୁ ବରଖାସ୍ତ କଲା ଇନ୍‌ଫୋସିସ୍ । ସୋସିଆଲ୍ ମିଡିଆରେ କରୋନାଭାଇରସ୍‌କୁ ନେଇ ଅପପ୍ରଚାର କରି କର୍ମଚାରୀ ଜଣକ ନିଜ ଚାକିରୀ ହରାଇଛନ୍ତି । ଶୁକ୍ରବାର ଦିନ ବେଙ୍ଗାଲୁରୁ ସ୍ଥିତ ଇନଫୋସିସ୍ ନିଜର ଜଣେ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ସୋସିଆଲ୍ ମିଡିଆରେ…