ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାରେ ନିଯୁକ୍ତ ସମସ୍ତ ସେବକଙ୍କ ସ୍ୱତନ୍ତ୍ର ପରିଚୟ ସହ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ରହିଛି। ନାମକରଣରେ ମଧ୍ଯ ରହିଛି ବିବିଧତା। ଆସନ୍ତୁ ଆଜି ଜାଣିବା ସେମିତି କିଛି…