ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଡେଇଁ, ବାଇଶି ପାହାଚରେ ପାଦ ଦେଉ ଦେଉ ତୃତୀୟ ପାହାଚର ବାମପାର୍ଶ୍ଵ ରେ ପ୍ରାୟ ୧୫ଫୁଟ ଉଚ୍ଚତାର କ୍ଷୁଦ୍ର ମନ୍ଦିରଟିଏ। ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର…