Latest Odisha News

BREAKING NEWS

Browsing Tag

Farmers Protest

କେନ୍ଦୁଝରରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗାଁରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ଚାଷଜମିକୁ ଜଳସେଚନ ସୁବିଧା ପାଇଁ ,ଗୋବିନ୍ଦପୁର ମାଇନର କେନାଲ ଯୋଗେ ଟୁକୁଣା ଠାରୁ ୯କିଲୋମିଟର ଲମ୍ବର କେନାଲ ପଚିଶ ବର୍ଷ ଧରି ଖୋଳାଯାଇଥିଲେବି ଜମିରେ ପାଣି…

ଭାରତ ବନ୍ଦ: ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଚଳାଇଥିବା ଆନ୍ଦୋଳନକୁ ଆଜି ଚାରି ମାସ ପୂରିଛି । ଏଥିପାଇଁ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରୁଛନ୍ତି କୃଷକ ସଂଗଠନ । ପ୍ରଭାବରେ ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ରାସ୍ତାରୋକ କରିବା ସହ ଟ୍ରେନ…

ଚାଷୀଙ୍କ ଚକା ଜାମ୍ ଡାକରା, ଦିଲ୍ଲୀ ସୀମାରେ ପୋଲିସ ସହ ଅର୍ଦ୍ଧ ସାମରିକ ବଳ ମୁତୟନ

ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷକ ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଯାଏ ଦେଶବ୍ୟାପୀ ଚକା ଜାମ୍ ଡାକରା ଦେଇଛନ୍ତି । ତେବେ, ଦିଲ୍ଲୀ-ଏନସିଆରରେ ଚକା ଜାମ୍ କରାଯିବ ନାହିଁ ବୋଲି କୃଷକ ନେତା କହିଛନ୍ତି । ତଥାପି ଦିଲ୍ଲୀ ପୋଲିସ ଆଲର୍ଟରେ ରହିଛି ।…

କୃଷି ଆଇନକୁ ନେଇ ଏମିତି କଥା କହିଲା ଆମେରିକା

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଓ କୃଷକଙ୍କ ଆନ୍ଦୋଳନକୁ ନେଇ ଏବେ ମହା ବିତର୍କ ଚାଲିଛି । ଚାଷୀଙ୍କ ଆନ୍ଦୋଳନ ଅନ୍ତର୍ଜାତୀୟ ପ୍ରସଙ୍ଗ ବି ପାଲଟିଛି । ରାଜରାସ୍ତାକୁ ସଂସଦ ଯାଏ ତମ୍ବି ତଫାନ ଚାଲିଥିବା ବେଳେ ସାମନାକୁ ଆସିଛି ଆମେରିକାର ମତ । କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛି ଆମେରିକା ।…

୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ :  କୃଷି ଆଇନ ନେଇ ବିବାଦ ତୁଟୁନି । ୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ଆଜି ଚାଷୀ ଓ ସରକାରଙ୍କ ମଧ୍ୟରେ ଆଜି ଏକାଦଶ ପର୍ଯ୍ୟାୟ ଆଲୋଚନା ହେବ । ଏହା ପୂର୍ବରୁ ଆଇନ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି…

ତାତିଲେ ଚାଷୀ, ଧାନ ବସ୍ତା ରଖି ରାସ୍ତା ଅବରୋଧ

ସୁନ୍ଦରଗଡ଼: କଟନି ଛଟନି ଓ ଟୋକନ ନ ମିଳିବାରୁ ତାତିଲେ ଚାଷୀ । ସୁନ୍ଦରଗଡ଼ ଜିଲ୍ଲାରେ ରାସ୍ତାକୁ ଓହ୍ଲଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କର ଅନ୍ତର୍ଗତ କରମଡିହି ଜସପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଧାନ ବସ୍ତା ଓ ଟ୍ରାକ୍ଟର ରଖି ରାସ୍ତାରୋକ କରିଛନ୍ତି । ଚାଷୀ ଅଭିଯୋଗ…

କୃଷକଙ୍କ ବିରୋଧକୁ ନେଇ ଏମିତି କହିଲେ ଅଭିନେତ୍ରୀ ତଥା ସାଂସଦ ହେମା ମାଲିନୀ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ହେମା ମାଲିନୀ କହିଛନ୍ତି ଯେ ଚାଷୀଙ୍କ ଦ୍ୱାରା ଚାଲିଥିବା ବିରୋଧ "ନ୍ୟସ୍ତ ସ୍ୱାର୍ଥ" ଦ୍ବାରା ସୃଷ୍ଟି ହୋଇଛି। ବିଜେପିର ମଥୁରା ସାଂସଦ ହେମା ମାଲିନୀ କହିଛନ୍ତି ଯେ ଚାଷୀମାନେ କଣ ଚାହୁଁଛନ୍ତି ତାହା ସେମାନେ ଜାଣନ୍ତି ନାହିଁ।…

ଚାଷୀଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନିଜ ଜିଦରେ ଅଟଳ ଅଛନ୍ତି କୃଷକ ସଂଗଠନ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତଥାପି ସରକାର ବିକଳ୍ପ ରାସ୍ତା ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ଆନ୍ଦୋଳନରୁ ଓହରିବାକୁ ଚାଷୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ସଂଗଠନର ପଞ୍ଚମ ପର୍ୟ୍ୟାୟ ଆଲୋଚନା ହେବ । ତାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କୃଷି…

ତେଜୁଛି କୃଷକ ଆନ୍ଦୋଳନ: ଆଜି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାଜରାସ୍ତାରେ ଦେଶର ଅନ୍ନଦାତା । ନୂଆ କୃଷି ବିଲକୁ ବିରୋଧ କରିବା ସହ ନିଜ ହକ ପାଇଁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ହଜାର ହଜାର କୃଷକ । ଦାବି ପୂରଣ ନେହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । ଅଡୁଆରେ ପଡିଥିବା କେନ୍ଦ୍ର ସରକାର ଆଜି କୃଷକଙ୍କ…