Latest Odisha News
Browsing Tag

FIFA World CUP

କାହାକୁ ଗୋଲ୍ଡେନ ବୁଟ୍, ଗୋଲ୍ଡେନ ବଲ୍ ଓ ଗୋଲ୍ଡେନ୍ ଗ୍ଲୋଭ୍ ?

ନୂଆଦିଲ୍ଲୀ: ଏବର୍ଷର ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ପେଲେ ଓ ଡିଏଗୋ ମାରାଡୋନାଙ୍କ ନାଁ ପରେ ନିଜ ନାଁକୁ ଲେଖିଛନ୍ତି ଲିଓନେଲ୍ ମେସି । କତାରର ଲୁସେଲ୍ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନାଟକୀୟ ଢଙ୍ଗରେ ପେନାଲ୍ଟି ସୁଟଆଉଟ୍ କରି ଫ୍ରାନ୍ସକୁ ଆର୍ଜେଣ୍ଟିନା ହରାଇବା…

ଆର୍ଜେଣ୍ଟିନା ଓ ମେସିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ତେଣୁ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ରୋମାଞ୍ଚକ ଫୁଟବଲ ମ୍ୟାଚ୍ ଭାବେ ମନେରହିବ ବୋଲି କହିଲେ ମୋଦୀ । This will be remembered as one of the most…

ସତ ହେଲା ଲିଓନେଲ ମେସିଙ୍କ ସ୍ୱପ୍ନ ; ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ:ସତ ହେଲା ଲିଓନେଲ ମେସିଙ୍କ ସ୍ବପ୍ନ । ୨୦୧୪ରେ ପରାଜୟର ସ୍ୱାଦ ଚାଖିଥିବା ମେସିଙ୍କ ଟିମ ଫିଫା ୱାର୍ଲଡ କପ ଇତିହାସରେ ସବୁଠାରୁ ରୋମାଞ୍ଚକର ଫାଇନାଲରେ ଫ୍ରାନ୍ସକୁ ୩-୩ ସ୍କୋରରେ ବରାବର ରହିବା ପରେ ବି ପେନାଲଟି ଶୁଟରେ ୪-୨ ଗାଲରେ ହରାଇଛି । କାତାରର ରାଜଧାନୀ ଦୋହାସ୍ଥିତ…

ଫିଫା ବିଶ୍ୱକପ ସେମିଫାଇନାଲରେ ପ୍ରଥମ ଥର ପ୍ରବେଶ କଲା ମରକ୍କୋ

କତାର : ଫିଫା ବିଶ୍ୱକପ୍ ୨୦୨୨ ରେ ଇଚିହାସ ଲେଖିଲା ମରକ୍କୋ । କ୍ରିଷ୍ଟିଆନା ରୋନାଲ୍ଡୋଙ୍କ ଟିମ୍ ପର୍ତ୍ତୁଗାଲକୁ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଏହି ଆଫ୍ରୀକୀୟ ଦେଶ । ଏହା ସହିତ କ୍ୱାର୍ଟର ଫାଇନାଲ ରାଉଣ୍ଡ ଶେଷ । ଅଲ୍ ବ୍ୟାଟ୍ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ…

ଖେଳ ପରେ ଷ୍ଟାଡିୟମ ସଫା କଲେ ଜାପାନୀ ଦର୍ଶକ, ବିହ୍ୱଳ ହେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ:  ଆରମ୍ଭ ହୋଇ ଯାଇଛି ଫିଫା ବିଶ୍ୱକପ  ।  ନଭେମ୍ବର ୨୦ରେ ଆରମ୍ଭ ହୋଇଛି ଫୁଟବଲ ମହାକୁମ୍ଭ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଚାଲିଥିଲା ଖେଳ । ଖେଳରେ କିଏ ହାରିଲା, କିଏ ଜିତିଲା ସେ ବିଷୟରେ ଆମେ କହିବାକୁ ଚାହୁଁନୁ । ଆମେ ଏଠି ବିଶ୍ୱକପର ଏକ ଦୃଶ୍ୟ ସମ୍ପର୍କରେ କହିବାକୁ…

ପ୍ରସ୍ତୁତ ହେଉଛି ଭୁବନେଶ୍ୱର; ଆସନ୍ତା ଫେବୃଆରୀରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ । ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ଫୁଟବଲ୍ ମହାକୁମ୍ଭ ଆୟୋଜିତ ହେବା ନେଇ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ) ଏବଂ ଲୋକାଲ୍ ଅର୍ଗାନାଇଜିଂ କମିଟି (ଏଲଓସି)…