Latest Odisha News
Browsing Tag

Fire Exchange

ଛତିଶଗଡ଼ର କାଁକେର ଜିଲ୍ଲାରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ବର୍ବରତାର ସମସ୍ତ ସୀମା ଲଂଘିଲେ ଲାଲ ବାହିନୀ । ପୁଣିଥରେ ଗୁଳି ବିନିମୟରେ ଜଣେ ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଁକେର ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି । ଏପରିକି ଜିଲ୍ଲାର ତୋଡ଼କି ଥାନା ଅନ୍ତର୍ଗତ କୋଷରଣ୍ଡା…

ମାଲକାନଗିରି ଛତିଶଗଡ ସୀମାନ୍ତରେ ଯବାନ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ଯବାନଙ୍କୁ ଟାର୍ଗେଟ୍ କଲେ ସଶସ୍ତ୍ର ମାଓବାଦୀ । ଏ ନେଇ ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି । କୋହକାମେଟା ଅଂଚଳରେ ଏକ ପୋଲ ନିର୍ମାଣ କାମରେ ଯବାନମାନେ ସୁରକ୍ଷା ଦାୟିତ୍ୱରେ ଥିଲେ । ସେହି ସମୟରେ ମାଓବାଦୀମାନେ ତାଙ୍କ ଉପରକୁ ଗୁଳିମାଡ…

ଯବାନଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମିୟ ଘଟିଛି । ଘଟଣାସ୍ଥଳରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବାବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ମୃତ ମାଓବାଦୀର ପରିଚୟ ପିଏଲ୍‌ଜିଏ କମାଣ୍ଡର ଜଗା ବୋଲି ଜଣାପଡିଛି ।…

ପୋଲିସ ନକ୍ସଲ୍ ଗୁଳି ବିନିମୟ, ୨ ମାଓ କମାଣ୍ଡର ନିହତ

ମାଲକାନଗିରି: ଏନକାଉଣ୍ଟରରେ ମରୁଛନ୍ତି, କରୋନାରେ ସଂକ୍ରମିତ ହୋଇ ବିିନା ଚିକିତ୍ସାରେ ବି ପ୍ରାଣ ହରାଉଛନ୍ତି । ତଥାପି ଭାଙ୍ଗନି ମାଓବାଦୀଙ୍କ ମିଛ ଦମ୍ଭ । ପୁଣିଥରେ ପୋଲିସ ସହ ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଛନ୍ତି । ଗତକାଲି ଓଡିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର…

ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ସ୍ୱାଭିମାନ ଅଞ୍ଚଳ ପିପଲିପଦର ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ପିପଲିପଦର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିଥିଲା । ସୂଚନା ଅନୁସାରେ ଏସଓଜି ଓ ଡିଭିଏଫ୍ ଯବାନ…