Latest Odisha News

BREAKING NEWS

Browsing Tag

fish death

ପୁରୀ ସମୁଦ୍ରକୂଳରେ ମାଛ ମଡକ

ପୁରୀ: ପୁରୀ ସମୁଦ୍ରକୂଳରେ ମାଛ ମଡକ । ସମୁଦ୍ରକୂଳରେ ପଡ଼ିରହିଛି କୁଢ଼ କୁଢ଼ ମାଛ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି | ତେବେ ଏହି ମାଛ ଗୁଡିକ ପଥର ମୁଣ୍ଡି ପ୍ରଜାତିର ହୋଇଥିବା ବେଳେ ଏହାର ମୃତ୍ୟୁର ପ୍ରକୃତ କାରଣ କଣ…

ହ୍ରଦରେ ମାଛ ମଡ଼କ….

ବେଙ୍ଗାଲୁରୁ: ପୁଣି ମାଛ ମଡ଼କ । ହ୍ରଦରେ ମରିପଡ଼ିଛନ୍ତି ହଜା ହଜାର ମାଛ । ପାଣିରେ ପଚିସଢି ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହୋଇ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହି ଦୃଶ୍ୟ ହେଉଛି ଦକ୍ଷିଣ ବେଙ୍ଗାଲୁରୁର ମୋଟାନାଲୁରୁ ହ୍ରଦର । ପାଖରେ ଥିବା ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ରାସାୟନିକ…

ପ୍ରଦୂଷିତ ହ୍ରଦରେ ମାଛ ମଡ଼କ

ଦିନକୁ ଦିନ ପରିବେଶ ସନ୍ତୁଳନ ହରାଇବାରେ ଲାଗିଛି । କରୋନା ଯୋଗୁ ସଙ୍କଟଜନକ ସ୍ଥିତି ଉପୁଜିଥିବା ବେଳେ ବେଶ୍ ପ୍ରଭାବିତ ହେଉଛି ମଣିଷ । କେବଳ ମଣିଷ ନୁହେଁ ବହୁ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେବାରେ ଲାଗିଛନ୍ତି । ଯାହା ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ପରିବଶେ ପ୍ରଦୂଷଣ…