Latest Odisha News

BREAKING NEWS

Browsing Tag

Five Rafale jets

ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲା ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ଉଡ଼ାଣ ଭରି ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ପ୍ରାୟ ୭ ହଜାର କିଲୋମିଟର ଯାତ୍ରା କରିବା ପରେ ଭାରତରେ ଅବତରଣ କରିଛି ଏହି ଲଢୁଆ ଯୁଦ୍ଧ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ…

ସେପ୍ଟେମ୍ବର ୧୦ରେ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ରାଫେଲ୍ ଜେଟ୍

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୦ ତାରିଖ ଦିନ ଅମ୍ବାଲା ଏୟାର୍‌ବେସ୍‌ରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ଲଢୁଆ ରାଫେଲ୍ ଯୁଦ୍ଧ ବିମାନ । ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ…

ଆଜି ଭାରତରେ ପହଞ୍ଚିବ ଲଢୁଆ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆଜି ଭାରତରେ ପହଞ୍ଚିବ ଫ୍ରାନ୍ସ ନିର୍ମିତ ଫାଇଟର ଜେଟ୍ ରାଫେଲ୍ । ପ୍ରଥମ ପର‌୍ୟ୍ୟାୟରେ ୫ଟି ରାଫେଲ୍ ବିମାନ ଆସିଛି । ହରିୟାଣା ଅମ୍ବାଲାର ବାୟୁସେନା ଏୟାରବେସରେ ଆଜି ଅବତରଣ କରିବେ । ସାତ ହଜାର କିଲୋମିଟର ଉଡ଼ାଣ ପରେ ଅମ୍ବାଲାରେ ପହଞ୍ଚିବେ । ବାୟୁସେନା ମୁଖ୍ୟ ରାଫେଲ୍ ଯୁଦ୍ଧ…

ବୁଧବାର ଭାରତରେ ପହଞ୍ଚିବ ରାଫେଲ ଜେଟ୍‌

ନୂଆଦିଲ୍ଲୀ: ବୁଧବାର ଫ୍ରାନ୍ସରୁ ଭାରତରେ ପହଂଚିବ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍ । ପ୍ରଥମ ଦଫାରେ ୫ଟି ରାଫେଲ୍ ଜେଟ୍ ହରିଆଣାର ଅମ୍ବାଲାରେ ଓହ୍ଲାଇବ । ଏନେଇ ଆଜି ଫ୍ରାନ୍ସରୁ ୫ଟି ଯାକ ଯୁଦ୍ଧ ବିମାନ ଉଡାଣ ଭରିଛନ୍ତି । ଏଥିରେ ୩ଟି ଡବଲ ସିଟର ଓ ୨ଟି ସିଙ୍ଗିଲ ସିଟର ବିମାନ ରହିଛି ।…

ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବ ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆସୁଛି ରାଫେଲ୍ । ଆଜି ଫ୍ରାନ୍ସରୁ ଉଡ଼ାଣ ଭରିବ ୫ଟି ରାଫେଲ୍ ଲଢୁଆ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଆସୁଛନ୍ତି । ସ୍ୱତନ୍ତ୍ର ଭାବରେ ତାଲିମ ନେଇଥିବା ଭାରତୀୟ ବାୟୁସେନାର ପାଇଲଟ୍ ଏହାକୁ ଭାରତ ଅଭିମୁଖେ ଆଣିବେ ।…