Latest Odisha News

BREAKING NEWS

Browsing Tag

flee from Arunachal jail

ଗାର୍ଡଙ୍କ ଆଖିରେ ଲଙ୍କାଗୁଣ୍ଡ ପ‌କାଇ ଜେଲ୍‌ରୁ କଏଦୀ ଫେରାର୍‌

ଇଟାନଗର: ସୁରକ୍ଷାକର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ଜେଲ୍‌ରୁ ଫେରାର୍‌ ହୋଇଗଲେ କଏଦୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଜିଲ୍ଲାର ପାଶିଘାଟ ଜେଲରେ। ଏ ନେଇ ଜେଲ କର୍ତ୍ତୃପକ୍ଷ ପକ୍ଷୁ ସୂଚନା ଦିଆଯାଇଛି। ମୋଟ ୭ ଜଣ କଏଦୀ ଗାର୍ଡଙ୍କ ଆଖିରେ…