Latest Odisha News

BREAKING NEWS

Browsing Tag

Flood Situation

[ଦେଖନ୍ତୁ ଭିଡିଓ] ବିପଦ ସଂକେତ ଉପରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର

ନବରଙ୍ଗପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍ ନବରଙ୍ଗପୁର । ତିନିଦିନ ଧରି ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । କୋଷାଗୁମୁଡ଼ା ବ୍ଲକରେ ପ୍ରବାହିତ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବିପଦ ସଂକେତ ଛୁଇଁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।…

ହୀରାକୁଦ ଡ୍ୟାମର ୨୪ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ

ସମ୍ୱଲପୁର: ଉପରମୁଣ୍ଡରେ ଛତିଶଗଡ଼ରେ ବର୍ଷା କମିଛି । ହୀରାକୁଦକୁ କମିଛି ମହାନଦୀର ଜଳ ପ୍ରବେଶ । ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ଆଜି ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଆଜି ଦୁଇଟି ପର୍ଯ୍ୟାୟରେ ବନ୍ଦ ହେଲାଣି ୮ଟି ଗେଟ୍ । ବର୍ତ୍ତମାନ ହୀରାକୁଦର ଡ୍ୟାମରୁ ୨୪ଟି…

ଖଣ୍ଡପଡା ବନ୍ୟାଞ୍ଚଳ ସ୍ଥିତି ପରଖିଲେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂହ

ନୟାଗଡ: ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ ହୋଇ ପଡ଼ିଥିବା ବେଳେ ପାଣି ଘେରରେ ଆଠ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି । ମହାନଦୀରେ ମଧ୍ୟ ବନ୍ୟା ଆସିଥିବା ବେଳେ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅଧିକ କ୍ଷତିଗ୍ରସ୍ତ ହୋଇପଡିଛି । ଏଭଳି ପରିସ୍ଥିତିରେ ଲୋକମାନଙ୍କ ନିକଟରେ ପହଂଚି…

କେବଳ ଜଳକା ନଦୀରେ ବନ୍ୟା ସ୍ଥିତି

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲିଛି ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର । କେବଳ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ କୌଣସି ନଦୀରେ ବନ୍ୟା ଭୟ ନାହିଁ । ରାଜ୍ୟ ଦେଇ ପ୍ରବାହିତ ଅନ୍ୟ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ପ୍ରବଳ ବର୍ଷା ଓ…

ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ବର୍ଷା ପାଣିରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ମାତ୍ର କିଛି ଘଂଟାର ବର୍ଷାରେ ଜଳାର୍ଣ୍ଣବ ହୋଇଯାଇଛି ଦିଲ୍ଲୀ ସହର ।  ବୁଧବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ସହରରେ ସବୁଆଡେ ପାଣି ଆଉ ପାଣି ।  ଏତେ ପାଣି ଜମା ହୋଇଥିଲା ଯେ ପାଣି ନିଷ୍କାସନ ହୋଇ ନପାରିବାରୁ ବର୍ଷା…

ଦକ୍ଷିଣ ଓଡିଶାରେ ସୁଧୁରୁଛି ବନ୍ୟା ସ୍ଥିତି

ଭୁବନେଶ୍ୱର: ଦକ୍ଷିଣ ଓଡିଶାରେ ଗତ ୧୨ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ସାମାନ୍ୟ କମିଥିବା ଯୋଗୁଁ ମାଲକାନଗିରି ଓ ରାୟଗଡାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଧିରେଧିରେ ସୁଧୁରିବାରେ ଲାଗିଛି । ମାଲକାନଗିରି ଜିଲ୍ଲାର ପୋଟେରୁ, କାଙ୍କରମୁଣ୍ଡା ଓ ଏମଭି-୯୦ ଅଞ୍ଚଳରେ ଜଳସ୍ତର କମିଥିବାରୁ…