Latest Odisha News

BREAKING NEWS

Browsing Tag

food

ପ୍ରତିଦିନ ବ୍ରେଡ ଖାଉଥିଲେ ହୋଇଯାଆନ୍ତୁ ସାବଧାନ..

ଭୁବନେଶ୍ବର: ଆଧୁନିକ ଛାପ ଆମର ଖାଇବାରେ ଦେଖିବାକୁ ମିଳୁଛି । ସକାଳୁ ଛତୁଆ , ଚୁଡା କଦଳୀ ଖାଇବା ବଦଳରେ ବ୍ରେଡବଟର କିମ୍ବା ଟୋଷ୍ଟ , ସାଣ୍ଡୱିଚ୍ ଖାଉଛନ୍ତି ଆଜିକାଲିର ପିଲା । ଯଦି ଆପଣ ନିୟମିତ ଭାବେ ବ୍ରେଡ ଖାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ…

ଖାଦ୍ୟ ପଦାର୍ଥ ସାଇତି ରଖିବାର ସହଜ ଉପାୟ

ଭୁବନେଶ୍ବର: ଖାଦ୍ୟ ପଦାର୍ଥକୁ ବେଶୀ ଦିନ ସାଇତି ରଖିବାକୁ ସମସ୍ତେ ଚାହିଥା’ନ୍ତି । କିନ୍ତୁ ଆମର ଅସାବଧାନତା ଗୁଣ ଯୋଗୁଁ ଅବା ଅଜଣତାରେ ଖାଦ୍ୟ ପଦାର୍ଥକୁ ବେଶୀ ଦିନ ସାଇତି ରଖି ପାରି ନଥାଉ । ଅମ୍ଭେମାନେ ଯଦି ଟିକିଏ ସାବଧନତା ଅବଲମ୍ବନ କରିବା ତେବେ ଖାଇବା ପଦାର୍ଥ ଶୀଘ୍ର ନଷ୍ଟ ହେବ ନାହିଁ…

ଖାଇବା ଦେବାକୁ ମନା କରିବାରୁ ଚଢାଇ ଦେଲେ ଟ୍ରକ୍

ପୁଣେ: ଖାଇବା ଦେବାକୁ ମନା କରିବାରୁ ରେଷ୍ଟୁରାଣ୍ଟ ଉପରେ ଟ୍ରକ୍ ଚଢାଇ ଦେଲେ ନିଶାସକ୍ତ ଡ୍ରାଇଭର। ପୁଣେ-ସୋଲାପୁର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏପରି ଘଟଣା ଘଟିଯାଇଛି। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି…

ଗ୍ରୀଷ୍ମ ଋତୁରେ ଖାଆନ୍ତୁ ଏହି ଫଳ କମିଯିବ କୋଲେଷ୍ଟ୍ରଲ

କୋଲେଷ୍ଟ୍ରଲ ଆମ ହୃଦୟର ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଆଜିକାଲିର ପ୍ରଭାବିତ ଜୀବନଶୈଳୀ ସହ ଏହା ବର୍ତ୍ତମାନର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ କରିଛି। କୋଲେଷ୍ଟ୍ରଲ ଦ୍ୱାରା କେବଳ ବୟସ୍କମାନେ ପୀଡିତ ହେଉ ନାହାନ୍ତି ଯୁବକମାନେ ମଧ୍ୟ ଅନେକ…

ରେକର୍ଡ ସୃଷ୍ଟି କଲା ବିଶ୍ବର ସବୁଠାରୁ ବଡ଼ ପିଜ୍ଜା

ନୂଆଦିଲ୍ଲୀ : ସାଧାରଣତଃ ସମସ୍ତଙ୍କର ଖାଇବା ପସନ୍ଦ ଭିନ୍ନ ଭିନ୍ନ ଥାଏ । କାହାକୁ  ପିଜା, ବରଗର ବା ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ ଥାଏ ତ ଆଉ କାହାକୁ ଚିକେନ୍‌ ମଟନ୍‌ ବା ବିରିୟାନୀ ପସନ୍ଦ ଥାଏ । ତେବେ ଆମେ ଆପଣଙ୍କୁ ଏମିତି ଏକ ପିଜା ବିଷୟରେ କହିବୁ ଏମିତି ପିଜା ହୁଏତ ଦୁନିଆାର ପ୍ରଥମ ଆଉ…

ସାଣ୍ଡଓ୍ବିଚ୍‌ର ମୂଲ୍ୟ ୧୪ ହଜାର ଟଙ୍କା

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ । କାହାକୁ ଫାଷ୍ଟଫୁଡ ପସନ୍ଦ ଥାଏ ତ ଆଉ କାହାକୁ ବିଭିନ୍ନ ଖାଦ୍ୟ ପସନ୍ଦ । ସେଥିମଧ୍ୟରୁ ଅନେକ ଲୋକ ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ କରନ୍ତି । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍‌ ସବୁ ଲୋକେ…

୨୮ ଲକ୍ଷଟଙ୍କାର ଖାଦ୍ୟ ଅର୍ଡର୍‌ କରି ଚର୍ଚ୍ଚାରେ ଅଙ୍କୁର

ନୂଆଦିଲ୍ଲୀ : ସ୍ବାଦିଷ୍ଟ ଖାଦ୍ୟ ଖାଇବା ପାଇଁ  ସମସ୍ତଙ୍କୁ ପସନ୍ଦ । ଆଉ ସେଥିପାଇଁ ବହୁଲୋକ ମଝିରେ ମଝିରେ ଅନ୍‌ଲାଇନ୍‌ ଅର୍ଡର୍‌ କରିଥାନ୍ତି। ସେଥିମଧ୍ୟରୁ କେତେଜଣ ପ୍ରାୟ ସବୁବେଳେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର୍‌ କରନ୍ତି। ହେଲେ ଏବେ ଜଣେ ବ୍ୟକ୍ତି ଅନଲାଇନ ଅର୍ଡର କରି ରେକର୍ଡ କରିଛନ୍ତି…

୨୦୨୨ରେ କଣ ଥିଲା ଭାରତୀୟଙ୍କ ପ୍ରିୟ ଖାଦ୍ୟ ?

ନୂଆଦିଲ୍ଲୀ: ଭାରତର ଲୋକ ଖାଦ୍ୟପ୍ରିୟ । ଦେଶର କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳେ । ଆଉ ଅନଲାଇନ୍ ଯୁଗରେ ମାତ୍ର କେଇ ମିନିଟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ଯାଉଛି । ଆସନ୍ତୁ ଜାଣିବା ୨୦୨୨ ବର୍ଷରେ ଭାରତୀୟଙ୍କ ପସନ୍ଦିତ ଖାଦ୍ୟ କଣ ଥିଲା ? ଅନଲାଇନ୍ ଫୁଡ୍ ଡେଲିଭରୀ…

ଅତିଥିଙ୍କୁ ଖାଇବାକୁ ନ ଦେଇ କଠୋରିରେ ବନ୍ଦ କରି ଦିଅନ୍ତି ଏଠାକାର ଲୋକ

ନୂଆଦିଲ୍ଲୀ: ଅତିଥି ସତ୍କାରକୁ ଆମେ ପରମ୍ପରା ମାନୁ । ଘରକୁ କିଏ କୁଣିଆ ଆସିଲା ମାତ୍ରେ ଚା ପାଣିରୁ ନେଇ ଜଳଖିଆ ପ୍ରସ୍ତୁତିରେ ଲାଗି ପଡ଼ୁ । କିନ୍ତୁ ଦୁନିଆରେ ଏମିତି ବି ସ୍ଥାନ ରହିଛି ଯେଉଁଠି ଅତିଥି ସତ୍କାର ଅର୍ଥ ଆପଣ ବଡ଼ ଭୁଲ୍ କରି ଦେଲେ । ଏଇ ଯେମିତି ଆମେରିକାରେ ନୁଡୁଲ୍ସ ଖାଇବା ବେଳେ…