Latest Odisha News

BREAKING NEWS

Browsing Tag

found

କଙ୍କାଳ ପରେ ଗାଡି ନିକଟରୁ ମିଳିଛି ଏକ ହାତ ଲେଖା ପ୍ରେମ ଚିଠି 

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ଏବେ ଗାଡି ନିକଟରୁ ମିଳିଛି ଏକ ହାତ ଲେଖା ପ୍ରେମ ଚିଠି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି । ଚିଠିର ଶିରୋନାମା ଲାଇଫ୍ ଲାଇନ୍ ରହିଛି ।…

ଶିଶୁ ପୁତ୍ରର ମୁଣ୍ଡବିହୀନ ଶରୀର ଉଦ୍ଧାର

ଯାଜପୁର: ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ପୋଲିସ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚାଇନିପୁର ପଞ୍ଚାୟତ ବିଦ୍ୟାଧରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସୂଚନାଯୋଗ୍ୟ, ବିଦ୍ୟାଧରପୁର ଗାଁର ଅଶୋକ ତ୍ରିପାଠୀଙ୍କ ବାଡ଼ିରୁ ଦେଢ଼ ବର୍ଷ ଶିଶୁ ପୁତ୍ରର ମୁଣ୍ଡବିହୀନ…

[ଭିଡ଼ିଓ] ଠାବ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ଜାହାଜ !

ଭୁବନେଶ୍ୱର: ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଲଢୁଆ ପାଣିଜାହାଜ । ଆଉ ତା ପୁଣି ୮୦ ବର୍ଷ ପରେ । ଉଦ୍ଧାର ହୋଇଥିବା ଜାହାଜଟି ଜର୍ମାନୀର ବୋଲି ଜଣାପଡିଛି । ଏକ ସମୁଦ୍ର ଛାନବିନ୍ ଦଳ ଜର୍ମାନୀ ଲଢୁଆ ପାଣି ଜାହାଜର ଭଗ୍ନାବଶେଷକୁ ଠାବ କରିବାରେ ସଫଳ ହୋଇଛନ୍ତି । ପୁରୁଣା ଫଟୋ, ସୋନାର୍…

ମାଟି ତଳୁ ମିଳିଲା ୧୫୦୦ ମାନବ ହାଡ !

ଭୁବନେଶ୍ୱର: ଖନନ ପ୍ରକ୍ରିୟାରେ ମାଟି ତଳୁ ମିଳିଲା ଶହଶହ ମାନବ ହାଡ । ମିଳିଥିବା କଙ୍କାଳଗୁଡିକ ୧୬୦ ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ତେବେ କେଉଁଠି ମିଳିଛି ଏତେ ସଂଖ୍ୟାର ମାନବ କଙ୍କାଳ ? ପଶ୍ଚିମ ଜାପାନର ଓସାକା ସହରରେ ମିଳିଛି ୧୫୦୦ ମାନବ ହାଡ । ବିଶେଷଜ୍ଞଙ୍କ ଅନୁଯାୟୀ…

ଜଙ୍ଗଲରେ କିଏ କଲା ମଣିଷ ଶିକାର ?

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ଆସିଛି ଖବର । ଜଙ୍ଗଲରେ ଚାଲିଛି ଦୁଇ ଗୋଡିଆଙ୍କ ଶିକାର । ହେଲେ ପଶୁ ନୁହେଁ ବରଂ ସାମାଜିକ ପ୍ରାଣୀଙ୍କ ଜୀବନ ଏବେ ଶସ୍ତା ହୋଇଯାଇଛି । ବୋଧ ହୁଏ ସେଥିପାଇଁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମିଳିଛି ତିନିତିନିଜଣଙ୍କ ମୃତଦେହ । ଡିମିରିପଦା ପାହାଡ ପାଖ ବାଲିପଟା…