Latest Odisha News

BREAKING NEWS

Browsing Tag

Free Treatment

ରାଜ୍ୟ ଓ ରାଜ୍ୟ ବାହାରର ୫୫୪ଟି ଘରୋଇ ହସ୍ପିଟାଲରେ BSKY ହିତାଧିକାରୀଙ୍କୁ ମାଗଣା ଚିକିତ୍ସା  

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ନୂଆ ହସ୍ପିଟାଲ୍ ସାମିଲ୍ କରାଯାଇଛି । ଏଣିକି ବିଏସକେୱାଇ ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ୫୫୪ଟି ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ରାଜ୍ୟ ବାହାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ,…

‘ଓଡ଼ିଶା ସମ୍ବାଦ’ ପ୍ରଭାବ, କିଡନୀ ରୋଗରେ ପୀଡ଼ିତ ରାଜେଶଙ୍କୁ ମିଳିଲା ଚିକିତ୍ସା ସହାୟତା

ଯାଜପୁର: ହସଖୁସିର ସଂସାରରେ ଲାଗିଥିଲା ରୋଗର ଗ୍ରହଣ । ହାତ ଧରୁ ଧରୁ ଶଯ୍ୟାଶାୟୀ ହୋଇଥିଲେ ସ୍ୱାମୀ । ଯାହାକୁ ନେଇ ଗତ ୨୬ ତାରିଖରେ ନୂଆ ସଂସାରରେ ଲୁହ ଆଣିଦେଲା ରୋଗ, ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ ଶୀର୍ଷକ ଖବର ଓଡ଼ିଶା ସମ୍ବାଦରେ ପ୍ରକାଶ ପାଇଥିଲା । ଏବେ ତାର ପ୍ରଭାବ ପଡ଼ିଛି…

୨୦୨୨ ବର୍ଷରେ BSKYରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଛି ମାଗାଣା ଚିକିତ୍ସା

ଭୁବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ବିଶେଷ ଅଗ୍ରଗତି ହାସଲ କିରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟନ୍ବୟନ…