Latest Odisha News

BREAKING NEWS

Browsing Tag

Ganjam Collector

୧୦୮/୧୦୪ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଏଣିକି ୧୦୮ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ । କେବଳ ୧୦୮ ନୁହେଁ ୧୦୪ ମଧ୍ୟ କରୋନା ରୋଗୀ ହସ୍ପିଟାଲ ଯିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ନନେବା ଘଟଣାକୁ…

କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ

ଗଞ୍ଜାମ: କରୋନା ଯୋଦ୍ଧାଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଡ଼୍ୟୁଟିରେ ଯିବା ପୂର୍ବରୁ ସମସ୍ତଙ୍କର କୋଭିଡ଼ ପରୀକ୍ଷା ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଏନେଇ ଟ୍ୱିଟ କରି ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । All staff will…

ବ୍ରହ୍ମପୁର MKCG ମେଡିକାଲର OPD ବନ୍ଦ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରରେ ଓପିଡି ବନ୍ଦ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖିଏଭଳି ପଦକ୍ଷେପ ନେଇଛି ପ୍ରଶସାନ । ଟ୍ୱିଟ୍ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ହସ୍ପିଟାଲ ପରିସରରେ ପ୍ରବେଶ…

୯ରୁ ୧୩ ଗଞ୍ଜାମର ସବୁ ସହରାଞ୍ଚଳ ସଟ୍‌ଡାଉନ୍‌

ବ୍ରହ୍ମପୁର: ରାଜ୍ୟରେ ଜାରି ରହିଛି କରୋନାର ଆତଙ୍କ । କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଂଜାମ ଜିଲ୍ଲା । ତେଣୁ ଜୁଲାଇ ୯ରୁ ୧୩ ଯାଏଁ ଗଂଜାମର ସବୁ ସହରାଞ୍ଚଳ ସଟ୍‌ଡାଉନ୍ ରହିବ । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘୋଷଣା କରିଛନ୍ତି । ୫ଟି ବ୍ଲକ ସଦର ମହକୁମା ଓ ୧୭ଟି…

ବାହାଘରରେ ନିୟମ ଉଲ୍ଲଙ୍ଘନ ପଡିଲା ମହଙ୍ଗା: ଦୁଇ ପକ୍ଷ ନାଁରେ ମାମଲା ରୁଜୁ

ଗଞ୍ଜାମ: ବିନା ମାସ୍କରେ ବାହାଘରରେ ନାଚିବା ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ପଡିଲା ମହଙ୍ଗା । ବରପକ୍ଷ ଓ କନ୍ୟାପକ୍ଷ ନାଁରେ ଥାନାରେ ରୁଜୁ ହେଲା ଦୁଇଟି ମାମଲା । ବ୍ରହ୍ମପୁରର ଜଣେ ବଡ ବ୍ୟସାୟୀୟଙ୍କ ପୁଅ ବାହାଘରରେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବାର ଭିଡିଓ ଭାଇରାଲ ହେବା ପରେ…

ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ

ଗଞ୍ଜାମ: ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ । କେବଳ ସେତିକି ନୁହେଁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ । ଆଜି ଟ୍ୱିଟ୍ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଂଜମା ଜିଲ୍ଲା ପ୍ରଶାସନ । ସେ କହିଛନ୍ତି ଯେ, ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି…

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ

ବ୍ରହ୍ମପୁର: କରୋନା ମୁକାବିଲା କ୍ଷେତ୍ରରେ ସବୁବେଳେ ନୂଆ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାରେ ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଟ୍ୱିଟ୍ କରି ଜିଲ୍ଲାବାସୀଙ୍କୁ ଅପିଲ୍…