Latest Odisha News

BREAKING NEWS

Browsing Tag

Ganjam Collector

ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି ପରିଡ଼ା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଦାୟ…

ଶିଶୁ ଶ୍ରମିକ ମୁକ୍ତ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ପ୍ରଶାସନ ଜାରି କଲା ହେଲପ ଲାଇନ ନମ୍ବର

ବ୍ରହ୍ମପୁର: ଗଞ୍ଜାମ ଜିଲା ଶିଶୁ ଶ୍ରମିକ ମୁକ୍ତ ଜିଲା ଭାବେ ଗଠନ କରିବାକୁ ତତ୍ପରତା ଦେଖାଦେଇଛି । ଯଦି କେଉଁଠାରେ ଶିଶୁ ଶ୍ରମିକଙ୍କୁ କେହି ଦେଖନ୍ତି, ତେବେ ଏନେଇ ସୂଚନା ଦେବା ପାଇଁ ଜିଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ହେଲପଲାଇନ ନମ୍ବର ଜାରି କରାଯାଇଛି । ଛତ୍ରପୁର ଶ୍ରମ ଜିଲା ପାଇଁ…

ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା, ଜାଣନ୍ତୁ କେଉଁ ଦିନ କେଉଁଠିକୁ ମନା…

ଗଞ୍ଜାମ: କରୋନା ସଂକ୍ରମଣ ଆଶଙ୍କାରେ ଲାଗିଲା କଟକଣା । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଶନିବାର-ରବିବାର ଗୋପାଳପୁର ଓ ସୁନାପୁର ବିଚ୍ ବନ୍ଦ ରହିବ ।…

ଟିକା ନେଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି

ବ୍ରହ୍ମପୁର: ଆଜିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ । ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆଜି ଟିକା ନେଇଛନ୍ତି ଜିଲ୍ଲାପାଳ ଓ ଏସପି। ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏସପି ବ୍ରିଜେସ…

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ହେଟକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ

ଗଞ୍ଜାମ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱରେ ହଇଚଇ । ଓଡ଼ିଶାକୁ ବି ଗତ ୧୫ ଦିନରେ ବ୍ରିଟେନରୁ ଫେରିଛନ୍ତି ଲୋକ । ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବାକୁ ମନା କରିଛି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବିନା ଅନୁମତିରେ ହେଡକ୍ୱାର୍ଟର ନ…

ଗଂଜାମରେ ଆସନ୍ତା ୨୪ ତାରିଖରୁ ପାଳନ ହେବ କୋଭିଡ ସପ୍ତାହ

ଛତ୍ରପୁର: ଆସନ୍ତା ୨୪ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ ଗଂଜାମରେ ଜିଲ୍ଲାସ୍ତରୀୟ କୋଭିଡ ସପ୍ତାହ ପାଳନ ହେବ । ଏହି ସପ୍ତାହରେ ସଚେନତାକୁ ବ୍ୟାପକ କରାଯିବାର ଲକ୍ଷ୍ୟ ରହିଛି । ଏ ନେଇ ଆଜି ଜିଲ୍ଲାପାଳ ବିଜୟ ଅମନୃତ କୁଲାଙ୍ଗେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟ…

ଗଞ୍ଜାମରେ କରୋନା ଆରୋଗ୍ୟଙ୍କ ପୁଣି ଥରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଗଞ୍ଜାମ: କୋଭିଡ୍ ମୁକିବାଲ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ । କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କର ପୁଣି ଥରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଆସନ୍ତାକାଲିଠୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା…

ଗଂଜାମରେ କରୋନା ସୁସ୍ଥ ହାର ୭୮ ପ୍ରତିଶତ

ଗଂଜାମ : ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ହେଉଛି ଗଂଜାମ । କିନ୍ତୁ ଜିଲ୍ଲାରେ ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଗଂଜାମରେ କରୋନା ସୁସ୍ଥହାର ୭୮ ପ୍ରତିଶତ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ…

ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ

ଗଞ୍ଜାମ: ଚଳିତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କମୁଛି । ଜିଲ୍ଲାବାସୀ କୋଭିଡ୍ କଟକଣାକୁ ମାନୁଥିବାରୁ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ…

ଗଞ୍ଜାମରେ କୋଭିଡ ଟେଷ୍ଟ କରିବାକୁ ରାଜି ହେଉନାହାନ୍ତି ଲୋକେ

ଗଞ୍ଜାମ: ଗଂଜାମରେ କରୋନା ଟେଷ୍ଟ କରିବାକୁ ଲୋକେ ରାଜି ହେଉ ନାହାନ୍ତି । ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲାରୁ ଏପରି ଉଦବେଗଜନକ ଖବର ଆସିଛି । ସଂକ୍ରମିତ ଚିହ୍ନଟ ଅଂଚଳର ଲୋକଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ଯାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଲୋକେ ସହଯୋଗ କରୁନାହାନ୍ତି । ଲକ୍ଷଣ ଲୁଚାଇ…