Latest Odisha News

BREAKING NEWS

Browsing Tag

Ganjam Covid 19

ଗଞ୍ଜାମ ଦେଲା ଖୁସି ଖବର: ଦିନକରେ ୩୫୯୭ କୋଭିଡ୍ ଟେଷ୍ଟ, ସବୁ ରିପୋର୍ଟ ନେଗେଟିଭ୍

ବ୍ରହ୍ମପୁର: ହାରୁଛି କରୋନା, ଜିତିଛି ଗଞ୍ଜାମ ଜିଲ୍ଲା । କରୋନା ଲଢ଼େଇ ଭିତରେ ଖୁସି ଖବର ସାମନାକୁ ଆସିଛି । ଆଜି ଗଞ୍ଜାମରେ ସବୁ କରୋନା ରିପୋର୍ଟ ଆସିଛି ନେଗେଟିଭ୍‌ । ୩୫୯୭ଟି ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା । ସେଥିରୁ ଜଣଙ୍କଠାରେ ମଧ୍ୟ ପଜିଟିଭ ବାହାରି ନାହିଁ । ଏନେଇ ସୂଚନା…

ଗଞ୍ଜାମରେ ୧୦ ହଜାର ପାର କଲା କରୋନା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟର କରୋନା ପ୍ରଭାବିତ ଜିଲ୍ଲା ଗଞ୍ଜାମ । ସଂକ୍ରମିତ ଜିଲ୍ଲା ତାଲିକାର ଟପ୍ ପୋଜିସନରେ ଅଛି । ସେହିପରି ଜିଲ୍ଲାରୁ ଅଧିକ ଲୋକ ସୁସ୍ଥ ବି ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ରାଜ୍ୟ ତୁଳନାରେ ଗଞ୍ଜାମ ଜିଲ୍ଲାରେ ସୁସ୍ଥତା ହାର…

ଗଞ୍ଜାମ ଜିଲ୍ଲାରେ ପାଞ୍ଚ ହଜାର ମୁହାଁ କରୋନା କେସ୍

ଗଞ୍ଜାମ: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୪୬ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ବାହାରରୁ ୩ ଜଣ ଫେରିଥିବା ବେଳେ ଅନ୍ୟ ୨୦୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୩୭…

ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଆଜିଠୁ ପାଞ୍ଚ ଦିନ ସଟଡାଉନ୍

ଗଞ୍ଜାମ: କରୋନା ଚେକ୍ ଭାଙ୍ଗିବା ପାଇଁ ଆଜିଠୁ ଗଞ୍ଡାମ ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଛି ସଟଡାଉନ୍ । ଆସନ୍ତା ୧୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ମ୍ୟୁନିସିପାଲିଟି, ହିଞ୍ଜିଳାକାଟୁ ପୌରାଞ୍ଚଳ, ବ୍ରହ୍ମପୁର ମହାନଗର ନିଗମ ଓ ବ୍ଲକ ହେଡକ୍ୱାର୍ଟର ଅଞ୍ଚଳରେ କଟକଣା ବଳବତ୍ତର ରହିବ । ଏହି…