Latest Odisha News
Browsing Tag

gift

ଜ୍ୱାଇଁକୁ ବୁଲଡୋଜର ଉପହାର ଦେଇ ଚର୍ଚ୍ଚାରେ ଶ୍ୱଶୁର

ଲକ୍ଷ୍ନୌ: ସାଧାରଣତଃ ବିବାହ ଉତ୍ସବରେ କନ୍ୟା ଘର ତରଫରୁ ବରଙ୍କୁ ବିଭିନ୍ନ ଉପହାର ଦିଆଯାଇଥାଏ । ସୁନାଠୁ ଆରମ୍ଭ କରି ନାନା ଉପହାର ଦିଆଯାଇଥାଏ । ମାତ୍ର ଉତ୍ତରପ୍ରଦେଶ ହମିରପୁରରେ ଜ୍ବାଇଁଙ୍କୁ ଏକ ବିଚିତ୍ର ଉପହାର ଦେଇ ଚର୍ଚ୍ଚାରେ ଅଛନ୍ତି କନ୍ୟାର ପିତା । ତେବେ ସେହି  ଉପହାରଟି  ହେଉଛି…

ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିବା ନୀରଜଙ୍କ ଜାଭଲିନ୍‌ ୧.୫ କୋଟିରେ ନିଲାମ

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ମୃତି ଚିହ୍ନର ଇ-ନିଲାମ ପ୍ରକ୍ରିୟା ଶେଷ ହେବା ପରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭେଲିନ୍ ୧.୫ କୋଟି ଟଙ୍କାରେ ନିଲାମ ହୋଇଛି। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସର୍ବାଧିକ…

ବିବାହରେ ମିଳିଲା ଏକେ-୪୭ ଉପହାର !

ଭୁବନେଶ୍ୱର: ଏମିତି ଏକ ବିବାହ, ଯେଉଁଠି ଉପହାର ସ୍ୱରୂପ ମିଳୁଛି ଘାତକ ହତିଆର । ମିଳିବନି ବା କେମିତି ? ଯେତେହେଲେ ବି ପାକିସ୍ତାନ ଦେଶ । ଏଠି ଗୁଳିଗୋଳା ସହ ଖେଳିବା ଛୋଟ ପିଲାଙ୍କ କାମ ଓ ଆତଙ୍କବାଦ ଏଠି ଧର୍ମ । ଏମିତିରେ ଜଣେ ବ୍ୟକ୍ତିଙ୍କ ବିବାହରେ ଉପହାର ସ୍ୱରୂପ ବନ୍ଧୁକ ମିଳିବା କିଛି…

ଦୁର୍ଗା ପୂଜାରେ ଭାରତକୁ ୧୪୭୫ ଟନ୍ ଇଲିଶି ମାଛ ଭେଟି !

ନୂଆଦିଲ୍ଲୀ: ଇଲିଶି ମାଛପ୍ରେମୀଙ୍କ ପାଇଁ ଖୁସୀ ଖବର । ଦୁର୍ଗାପୂଜା ଉପଲକ୍ଷେ ଭାରତକୁ ଆସିବ ୧୪୭୫ ଟନ୍ ଇଲିଶି ମାଛ । ତେବେ ଅନ୍ୟ କେହି ନୁହେଁ ବରଂ ଭାରତର ଜଣେ ପଡୋଶୀ ରାଜ୍ୟ ଦେବ ଭେଟି । ଏ ନେଇ ସେହି ଦେଶର ସରକାର ମଂଜୁରୀ ଦେଇ ସାରିଥିଲାବେଳେ ଭାରତକୁ ମାଛ ରପ୍ତାନୀ ପ୍ରକ୍ରିୟା ମଧ୍ୟ…