Latest Odisha News

BREAKING NEWS

Browsing Tag

Goa

ପାରାଗ୍ଲାଇଡିଂ ବେଳେ ଅଘଟଣ, ପର୍ଯ୍ୟଟକ ଓ ପ୍ରଶିକ୍ଷକ ମୃତ

ପାନାଜୀ: ଉତ୍ତର ଗୋଆରେ ପାରାଗ୍ଲାଇଡିଂ କରୁଥିବା ସମୟରେ ଘାଟିରେ ପଡ଼ି ଜଣେ ମହିଳା ପର୍ଯ୍ୟଟକ ଏବଂ ପ୍ରଶିକ୍ଷକଙ୍କ ମୃତ୍ୟୁ ହୋଇଛି। ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ ଶନିବାର ସନ୍ଧ୍ୟା ପ୍ରାୟ ୫ଟାରେ କେରି ଗାଁରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ପୁଣେର…

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ କୀର୍ତ୍ତି ସୁରେଶ

ଗୋଆ: ସାଉଥ୍ ଅଭିନେତ୍ରୀ କିର୍ତ୍ତୀ ସୁରେଶ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବନ୍ଧୁ ଆଣ୍ଟୋନି ଥାଟିଲଙ୍କ ହାତ ଧରିଛନ୍ତି। ସେ ଆଣ୍ଟୋନି ଥାଟିଲଙ୍କ ସହ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି। ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଉଭୟ ଗୋଆରେ…

ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ

ପାଣାଜି: ଆଜି ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ । ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରମୋଦ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ…

ଗୋଆ ପାଇଁ ସିଏମ୍‌ ପ୍ରାର୍ଥୀ ଦେଲା ଆପ୍‌

ନୂଆଦିଲ୍ଲୀ: ଗୋଆ ବିଧାନସଭା ନିର୍ବାଚନରେ ​​ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଡଭୋକେଟ ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି। ଏହି ଅକ୍ଟୋବରରେ ଦଳରେ ଯୋଗ ଦେଇଥିବା ପାଲେକର ଏସ୍‌ଟି କ୍ରୁଜ୍‌ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।…

ଗୋଆରୁ ୨୪ ବର୍ଷିୟା ରଷିଆନ୍‌ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

ପାଣାଜୀ: ଗୋଆରୁ ୨୪ ବର୍ଷିୟା ରଷିଆନ୍‌ ଅଭିନେତ୍ରୀ ଆଲେକ୍‌ଜାଣ୍ଡ୍ରା ଜାଭିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ସପ୍ତାହରେ ଉତ୍ତର ଗୋଆ ଜିଲ୍ଲାର ତାଙ୍କ ବାସଭବନରୁ ତାଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି। ଅଭିନେତ୍ରୀଙ୍କ ମୃତଦେହର ପୋଷ୍ଟମର୍ଟମ କରିବାକୁ ଗୋଆ ପୋଲିସ ଅପେକ୍ଷା କରିଛି ବୋଲି…

ରତନ ଟାଟାଙ୍କ ପୋଷା କୁକୁର ନାଁ ଗୋଆ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ଅଜଣା ନୁହଁନ୍ତି ରତନ ଟାଟା । ହେଲେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ବିଷୟରେ ହୁଏ ତ ଅନେକ ଜାଣିନଥିବେ । ଦୀପାବଳି ଅବସରରେ ସେ ଏକାଧିକ କୁକୁରଙ୍କ ସହ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ସେହି କୁକୁରଙ୍କ…

ଏଣିକି ବିନା କୋଭିଡ୍‌-୧୯ ଟେଷ୍ଟରେ ବୁଲିପାରିବେ ଗୋଆ !

ଗୋଆ: ଯଦି ଗୋଆ ବୁଲିବାକୁ ଇଛା । ତେବେ ଆପଣଙ୍କ ପାଇଁ ରହିଛି ଖୁସୀ ଖବର । ସେପ୍ଟେମ୍ବର ମାସରୁ ବିନା କୋଭିଡ୍ ଟେଷ୍ଟରେ ପର୍ଯ୍ୟଟକଙ୍କ ପାଇଁ ଗୋଆରେ ପ୍ରବେଶ ଅନୁମତି ମିଳିଛି । ଏପରିକି ଗୋଆ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାର ଓ ରେଷ୍ଟୁରାଣ୍ଟ ବି ଖୋଲିଛି । ତେବେ ଗୋଆ ଯିବା ପାଇଁ…

ଗୋଆରେ କିପରି ପାଳିତ ହୁଏ ଗୁଡ୍ ଫ୍ରାଇଡ଼େ…

ପାନାଜୀ: ଭାରତ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଗୋଆରେ ପର୍ତ୍ତୃଗୀଜ ଔପନିବେଶମାନେ ରହିଆସୁଥିଲେ । ଗୋଆକୁ ଏହି ପର୍ତ୍ତୃଗୀଜମାନେ ଅନେକ ଦିନ ଧରି ଶାସନ କରିଆସୁଥିଲେ । ଏବେ ମଧ୍ୟ ଗୋଆରେ ବହୁସଂଖ୍ୟାରେ ପର୍ତ୍ତୃଗୀଜମାନେ ବାସ କରୁଥିବା ସହିତ ସେଠାରେ ସ୍ୱାଭାବିକ ଭାବେ ଖ୍ରୀଷ୍ଟଧର୍ମର ସମସ୍ତ…

କରୋନା ଅପଡେଟ୍‌: ଭାରତରୁ ଘରକୁ ଫେରିବେ ୧୬ଶହ ବିଦେଶୀ ପର୍ଯ୍ୟଟକ !

ଗୋଆ: ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ପରେ ଗୋଆରେ ଫସି ରହିଛନ୍ତି ପ୍ରାୟ ୧୬ ଶହ ବିଦେଶୀ ପର୍ଯ୍ୟଟକ । ଖୁବଶୀଘ୍ର ସେମାନଙ୍କୁ ଘରକୁ ପଠାଇବାକୁ ଯୋଜନା ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । '1,600 foreign tourists in Goa to be airlifted by April 3,4': CM…

ବଜ୍ରକାପ୍ତା ଚାଲାଣ ନେଇ ଖୋଲୁଛି ନୂଆ ଗୁମର

ଆଠଗଡ: ବଜ୍ରକାପ୍ତା ଚାଲାଣର କିଙ୍ଗପିନ ମାଧବ ଚନ୍ଦ୍ର ପାତ୍ରକୁ ସୋମବାର ଦିନ ବନବିଭାଗ ଅଧିକାରୀମାନେ ୮ଘଣ୍ଟା ମାରାଥନ ଜେରା କରିଥିବା ବେଳେ ଏନେଇ ନୂଆ ଗୁମର ଫିଟୁଛି । ଗଣମାଧ୍ୟମକୁ ମଙ୍ଗଳବାର ଦିନ ସୂଚନା ଦେଇ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି “ଏହି ର‌୍ୟାକେଟରେ ଆହୁରି ୧୦ ଜଣ…