Latest Odisha News

BREAKING NEWS

Browsing Tag

Gyanvapi

ଜ୍ଞାନବ୍ୟାପି ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ, ସିଲ ଅଞ୍ଚଳରେ ଏଏସଆଇ ସର୍ଭେ ଦାବି 

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ। ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇଛି ଆବେଦନ। ଲୋକକଥା ଅନୁସାରେ ପୂର୍ବରୁ ସିଲ୍ କରାଯାଇଥିବା ଅଞ୍ଚଳରେ ଶିବଲିଙ୍ଗ ଥିବା ଦାବି କରାଯାଉଥିଲା। ଯାହାର ସର୍ଭେ ପାଇଁ ଏଏସଆଇ ବା ପ୍ରତ୍ନତାତ୍ତ୍ୱିକ ବିଭାଗର…

ଜ୍ଞାନବାପି ମାମଲା; ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି କୋର୍ଟ

ନୂଆଦିଲ୍ଲୀ: ବାରଣାସୀସ୍ଥିତ ଜ୍ଞାନବାପି ପରିସରରେ ଏଏସଆଇ ସର୍ଭେ ଉପରେ ଲାଗିଥିବା ରୋକକୁ ବୁଧବାର ହାଇକୋର୍ଟ କାଏମ୍ ରଖିଛନ୍ତି । ସର୍ଭେ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ଏକ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବାରାଣସୀର ଜିଲ୍ଲା କୋର୍ଟ ଜ୍ଞାନବାପି ମସଜିଦରେ ବିଜ୍ଞାନଭିତ୍ତିକ…

ଜ୍ଞାନବାପୀ କାହାର? ଶୁଣାଣି ଜାରି ରଖିବେ ବାରଣାସୀ କୋର୍ଟ

ବାରଣାସୀ: ଜ୍ଞାନବାପୀ ମସଜିଦ ଉପରେ ଶୁଣାଣି ଚାଲିବ ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ବାରଣାସୀ ଜିଲ୍ଲା କୋର୍ଟ । ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀ ପୂଜା ପାଇଁ ଚାଲିଥିବା କେସର ଶୁଣାଣି ହେବ ବୋଲି ବାରଣାସୀ କୋର୍ଟ କହିଛନ୍ତି । ଏହି ରାୟ ପରେ ହିନ୍ଦୁ ପକ୍ଷ ଖୁସି…

[ଦେଖନ୍ତୁ ଭିଡିଓ] କୂଅରୁ ମିଳିଲା ୨୦୦ ବର୍ଷ ତଳର ପୁରୁଣା ପଥର, ଶିବଲିଙ୍ଗ କହି ଲୋକେ କରୁଛନ୍ତି ପୂଜା

ମୁମ୍ବାଇ: ଜ୍ଞାନବ୍ୟାପୀ ମସଜିଦରୁ କଥିତ ଶିବଲିଙ୍ଗ ମିଳିବା ନେଇ ଦେଶବ୍ୟାପୀ ବିବାଦ ଥମିନି । ଆଉ ଏବେ ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲା କରଞ୍ଜ ସହରର ଏକ କୂଅରୁ ମିଳିଥିବା ନୂଆ ପଥରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ସ୍ୱତନ୍ତ୍ର ପଥରକୁ ପୂଜାରୀ ଶିବଲିଙ୍ଗ କହୁଥିବା ବେଳେ ଲୋକେ…