Latest Odisha News

BREAKING NEWS

Browsing Tag

Hand sanitisers

ମହଙ୍ଗା ହେବ ଆଲ୍‌କୋହଲ ଯୁକ୍ତ ସାନିଟାଇଜର: ଲାଗିବ ୧୮ % ଜିଏସଟି

ନୂଆଦିଲ୍ଲୀ: ଆଲ୍‌କୋହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮ % ଜିଏସ୍‌ଟି ଲାଗୁ କରାଯିବ। ଏନେଇ ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । "ସାନିଟାଇଜର, ସାବୁନ, ଜୀବାଣୁ ନିରୋଧୀ ତରଳ ପଦାର୍ଥ ଓ ଡେଟଲ ଆଦି ବିଶୋଧକ ବର୍ଗର ସାମଗ୍ରୀ ହୋଇଥିବାରୁ ଏହା ଉପରେ ଜିଏସ୍‌ଟି…

ଅତ୍ୟାବଶ୍ୟକ ସାମଗ୍ରୀ ଲିଷ୍ଟରୁ ହଟିଲା ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ଲିଷ୍ଟରୁ ବାଦ୍ ପଡିଲା ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର । ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ଫେସ ମାସ୍କ ଏବଂ ସାନିଟାଇଜରର ଗୁରୁତ୍ୱକୁ ବିଚାରକୁ ନେଇ ଭାରତ ସରକାର ମାର୍ଚ୍ଚ ମାସରେ ଏହି ଦୁଇଟି ଜିନିଷକୁ ଏସେନସିଆଲ୍ କମୋଡିଟିସ୍ ଆକ୍ଟରେ…