Latest Odisha News

BREAKING NEWS

Browsing Tag

health worker

ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଉପରେ ସରକାରଙ୍କ ଗୁରୁତ୍ୱ, ଶୁଣୁନାହାଁନ୍ତି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ

ଖୋର୍ଦ୍ଧା: ରାଜ୍ୟରେ ସବୁଠୁ ଅଧିକ ଦୈନିକ ସଂକ୍ରମଣ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛି । କେଉଁଦିନ ୧୨ଶହ ତ ଆଉ କେଉଁଦିନ ୧୧ ଶହ । ହଜାରେ ତଳକୁ ଦୈନିକ ସଂକ୍ରମଣ ମାମଲା ଖସୁନି । ଲକ୍ଷଣ ଥିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରାଇନେବାକୁ ସରକାର କହୁଛନ୍ତି । କିନ୍ତୁ, ଟେଷ୍ଟିଂ ଦାୟିତ୍ୱରେ…

୩ ଦିନ ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ କୋଭିଡ୍ ଟିକା ଦେବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଛି । ସମସ୍ତଙ୍କ…

ଦେଶରେ ଟିକା ନେଲେଣି ୨୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ ଟିକା ନେଇ ସାରିଲେଣି । ଆଜି ପ୍ରାୟ ୩ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି । ଟିକା ନେବା ପରେ ଏଯାଏଁ କେବଳ ୦.୦୦୦୭ ପ୍ରତିଶତ ଲୋକ ଡାକ୍ତରଖାନାରେ…

ଲାଞ୍ଚ ନେବା ବେଳେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ : ଭିଜିଲାନ୍ସ ଜାଲରେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ । ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗିରଫ ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି । ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ବିଭାଗ ।  ସୂଚନା…

କରୋନାଭାଇରସ୍ ୱାର୍ଡରେ ସ୍ୱିଡେନ୍ ରାଜକୁମାରୀ ସୋଫିଆ !

ସ୍ୱିଡେନ୍‌: କରୋନାଭାଇରସ୍ ବିରୋଧୀ ଲଢେଇରେ ସାମିଲ ହେଲେ ସ୍ୱିଡେନ୍ ରାଜକୁମାରୀ ସୋଫିଆ । ତେବେ ତଦାରଖ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟକର୍ମୀ ଭାବେ ସୋଫିଆହେମେଟ୍ ହସ୍ପିଟାଲରେ ସେ ଯୋଗଦେଇଛନ୍ତି । ପ୍ରିନ୍ସ କାର୍ଲ ଫିଲିପଙ୍କୁ ବିବାହ କରିଥିବା ସୋଫିୟା ହସ୍ପିଟାଲରେ ଯୋଗଦେବା ପୂୂର୍ବରୁ…