Latest Odisha News

ଲାଞ୍ଚ ନେବା ବେଳେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ : ଭିଜିଲାନ୍ସ ଜାଲରେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ । ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗିରଫ ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି । ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ବିଭାଗ । 

ସୂଚନା ଅନୁସାରେ, ସରୋଜିନୀ କିଷାନଙ୍କ ବାପା ମାଆଙ୍କ ମୃତ୍ୟୁ ପ୍ରମାଣପତ୍ର କରି ଦେବା ଲାଗି ସେ ଲାଞ୍ଚ ମାଗିଥିଲେ । ଅଭିଯୁକ୍ତ ଭରତକୁ ଅଟକ ରଖି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ । 

Leave A Reply

Your email address will not be published.