ତତଲା ତାୱାରେ ସିଝୁଛି ଓଡ଼ିଶା: ୮ଜିଲ୍ଲାରେ ହିଟୱେଭ ଜାରି
ଭୁବନେଶ୍ୱର : ତତଲା ତାୱାରେ ସିଝୁଛି ଓଡ଼ିଶା। ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହୋଇଛି। ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ପରି ପଶ୍ଚିମ ଓଡ଼ିଶାର ପ୍ରତିଟି ସହରରେ ତାପମାତ୍ରା ଶୀର୍ଷ ଛୁଇଁଛି।
ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।…