Latest Odisha News

BREAKING NEWS

Browsing Tag

H&FD department

ମାତ୍ର ୬ ଦିନରେ କରୋନାକୁ ହରାଇଲା ୯ ମାସର ଶିଶୁ

ଡେରାଡୁନ: ହାରିଲା କରୋନା । ଜିତିଲା ୯ ମାସର ଶିଶୁ । ମାତ୍ର ୬ ଦିନ ଭିତରେ କରୋନା ଯୁଦ୍ଧରେ ବିଜୟୀ ହେଲା କୁନି ଶିଶୁ । ଏଭଳି ଏକ ଖୁସି ଖବର ଆସିଛି ଡେରାଡୁନରୁ । ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହୋଇ ଘରକୁ…

୬୧ ନମ୍ବର ଆକ୍ରାନ୍ତଙ୍କ ଲିଙ୍କରେ ଆସିଛନ୍ତିି ୭୫, ୭୬, ଓ ୭୭ନଂ ସଂକ୍ରମିତ

ଭୁବନେଶ୍ୱର: ସାମ୍ନାକୁ ଆସିଲା ରାଜ୍ୟରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ଗସ୍ତ ବିବରଣୀ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୭୪, ୭୫, ୭୬ ଓ ୭୭ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । Travel History of #Covid19 Patients Case No: 74,…

ବିନା ରେଜିଷ୍ଟ୍ରେସନରେ ଓଡ଼ିଶା ମନା, ୨୪ରୁ ପଞ୍ଜୀକରଣ କରିପାରିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ବିନା ପଂଜୀକରଣରେ ଓଡ଼ିଶାକୁ ଆସି ପାରିବେନି ପ୍ରବାସୀ ଓଡ଼ିଆ । ରାଜ୍ୟକୁ ଫେରିବାକୁ ହେଲେ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି । ଅନଲାଇନ୍ ହେଉ କି ଅଫଲାଇନ୍‌, ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବାକୁ ଯାଉଛନ୍ତି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୨ କରୋନା ଆକ୍ରାନ୍ତି । ସୁସ୍ଥ ହୋଇଥିବା ଦୁଇ ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ୩୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । Happy…